ଭୁବନେଶ୍ୱର ୦ ୧ / ୦୭ /୨୦୨୨(ଓଡ଼ିଶା ସମାଚାର)- ଦୈନିକ ଖବର କାଗଜ ‘ସମୟ’ର ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଶୁକ୍ରବାର ସକାଳେ ରଥଯାତ୍ରାର ଖବର ସଂଗ୍ରହ ପାଇଁ ବାଇକ୍ ଯୋଗେ ସେ ଭୁ
ଜୁନାଗଡ଼,୦ ୧ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଡିଟିଏଚ ଅପରେଟର ମାନଙ୍କୁ ନେଇ ଏକ ସଂଘ ଗଠନ କରାଯାଇଛି।ସ୍ଥାନୀୟ ହୋଟେଲ ଓରିଅନ ସଭାଗୃହରେ ଅନୁଷ୍ଠିତ ସଭାରେ ହୁଦାନନ୍ଦ ମାଝୀ ସଭ
ଭୁବନେଶ୍ୱର ୦ ୧ / ୦୭ /୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ । ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୨୦୦ ଟପିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବ
ପୁରୀ, ୩୦/୬/୨୦୨୨(ଓଡ଼ିଶା ସମାଚାର)- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀଠାରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏକ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଭୋଳାନାଥ ବିଦ୍ୟା
ବ୍ରହ୍ମପୁର, ୩୦/୬/୨୦୨୨(ଓଡ଼ିଶା ସମାଚାର)- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତର ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକ ଗିରଫ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଜଣେ ଛାତ୍ରୀ ପ୍ରଫେସର ଶ୍ରୀ ନାୟକଙ୍କ ବିରୁଦ୍ଧରେ ଅ
ଜୁନାଗଡ଼, ୩୦/୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଟିଗାଁ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଉଦଯାପନ ଦିବସ ମାଟି ଗାଁ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ।ଉଦଯାପ
କେନ୍ଦ୍ରାପଡ଼ା, ୩୦/୬/୨୦୨୨(ଓଡ଼ିଶା ସମାଚାର)- କୃଷକ ବିକାଶ ସମବାୟ ସମିତିର ମୁଖ୍ୟ କାର୍ଯ୍ୟାଳୟରେ ଉପସଭାପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ସମାଜସେବୀ ତଥା ନିର୍ଦେଶିକା ପାର୍ବତୀ ନାୟକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବ
କେନ୍ଦ୍ରାପଡ଼ା, ୩୦/୬/୨୦୨୨(ଓଡ଼ିଶା ସମାଚାର)- ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ କେନ୍ଦ୍ରାପଡା ଡାକମଣ୍ଡଳ ପକ୍ଷରୁ ଏକ ସ୍ୱତନ୍ତ୍ର ରଦ୍ଧକରଣ ମୋହର ଉନ୍ମୋଚନ କରାଯିବ । ଏହି ଉପଲକ୍ଷେ କେନ୍ଦ୍ରାପଡା ପ୍ରଧାନ ଡାକଘର ତା୧.
ଭୁବନେଶ୍ୱର, ୩୦/୬/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ । ଦୈନିକ ସଂକ୍ରମଣ ସଂଖ୍ୟା ଏକ ସଂଖ୍ୟାରୁ ବଢ଼ି ତିନି ଅଙ୍କରେ ପହଂଚିଲାଣି । ଏବେକାର ସ୍ଥିତିକୁ ଦୃଷ୍ଟିରେ ରଖି ରଜଧାନୀ ଭୁବନେଶ୍ୱରରେ ପୁଣି କରୋନ
କଟକ ସଦର, ୩୦/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କିଶନନଗର ଥାନା ଅନ୍ତର୍ଗତ ସିର୍ଲୋ ନଵଗ୍ରାମର ଜନୈକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ବରିଷ୍ଠ ନାଗରିକ ସୟଦ୍ ସାମସୁଲ ଅଲ୍ଲିଙ୍କ ଜମିକୁ ତଞ୍ଚକତା ତଥା ଜାଲିଆତି କରି
ରାଇରଙ୍ଗପୁର,୩୦/୬/୨୦୨୨(ଓଡ଼ିଶା ସମାଚାର)- ଏକ ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏସଡ଼ିଜେଏମ ସ୍ମରଣିକା ପ୍ରଧାନଙ୍କର ମୃତ୍ୟୁ ହୋଇଛି । ୪୯ ନଂ ଜାତୀୟ ରାଜପଥ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚାଇଁନେବଦା ଛକ ନିକଟର
ବାଲିଗୁଡା, ୩୦/୬/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସ୍ତରୀୟ ପାରମ୍ପରିକ କଳା ଓ ସଂସ୍କୃତି ସଂଘ ଓ ରାଧେ ଗୋବିନ୍ଦ ମଠ ରାଧେ ରାଧେ ମହିଳା ସଂକୀର୍ଣ୍ଣନ ମଣ୍ଡଳୀ ର ମିଳିତ ଆନୁକୂ
କଟକ,୩୦/୦୬/୨୦୨୨(ଓଡ଼ିଶା ସମାଚାର): କଟକ ସଦର ବୟାଳିଶମୌଜା ଯାଦବ ମହାସଭା ତରଫରୁ ପବିତ୍ର ନବ ଯୌବନ ଦର୍ଶନ ଓ ନେତ୍ରୋତ୍ସବ ଉପଲକ୍ଷେ ବେଣ୍ଟକାର ଗ୍ରାମର ବରିଷ୍ଠ ଯାଦବ ରଘୁନାଥ ବେହେରା (୯୪) ଓ ଲୋକନାଥ ବେହେରା (୮୮) ଙ୍କୁ ବେଣ୍ଟକାର
ଜୁନାଗଡ ୩୦/୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ) -ଜୁନାଗଡ ସହର ସ୍ଥିତ ସଂସ୍କୃତି ଭବନ ଠାରେ ନବଗଠିତ କଳାହାଣ୍ଡି ଜନବାଦି ଲୋକମଞ୍ଚ ପକ୍ଷ ରୁ କଳାହାଣ୍ଡି ର ପ୍ରାକୃତିକ ସୋନ୍ଦର୍ଯ୍ୟ ଜଳ,ଜଙ୍ଗଲ, ତଥା ଖଣ୍ଡୁଆଲ ମାଳି ପର୍ବତ ମାଳ
କଟକ ସଦର, ୩୦/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନାରେ ଆଇଆଇସିଙ୍କ ଠାରୁ ନ୍ୟାୟ ପାଇବା ପରିବର୍ତ୍ତେ ମାନସିକ ନିର୍ଯ୍ୟାତନାର ଶିକାର ହୋଇଥିବା ଜନୈକ ଦୀନବନ୍ଧୁ ବିଷୋୟୀ ଥାନା ପରିସରରେ ଦେହରେ ନିଆଁ ଲଗାଇ ପୋ
ଭୁବନେଶ୍ୱର ୩୦/୬/୨୦୨୨(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୬୪ ଜଣ ସ୍ଥାନୀୟ ସଂ
କେନ୍ଦ୍ରାପଡ଼ା, ୨୯/୬/୨୦୨୨(ଓଡ଼ିଶା ସମାଚାର)- ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧଦିବସ ଅବସରରେ ସ୍ଥାନୀୟ ପୌରସଂସ୍ଥା ଟାଉନହଲ ପରିସରରେ ଓଡିଶା ମୋ ପରିବାର ଓ ‘ସମାଜ’ର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍
କେନ୍ଦ୍ରାପଡ଼ା, ୨୯/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ମହାବିଦ୍ୟାଳୟ ପରିସରର
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୪ତମ ଶ୍ରାଦ୍ଧ ଦିବସ ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମୁଦାସ୍ଥିତ କାଳିଆଘାଇ ନଟବର ଉଚ ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ଏ
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତକାଲି ବେଡ଼ାରୀ ପ୍ରାଥମିକ କୃଷି ସମବାୟ ସମିତି ର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ସମିତିର ୬ ନମ୍ବର ଜୋନ୍ ନିର୍ବାଚନ ମଣ୍ଡଳୀରୁ ଅଭୟ କୁମାର ରାଉତ ସେଓ ଚିହ୍ନରେ ନିର୍ବାଚନ ଲଢ଼ୁଥିଲେ
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ବଙ୍ଗାଳପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଶନଶକ୍ତି ଗୃହ ଉଦଘାଟିତ ହୋଇ ଯାଇଛି । ଏହି ଗୃହକୁ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ସଂଜୟ ଅଗ୍ରୱାଲା ଉଦଘାଟନ କରି ମହିଳା ସ୍ୱୟଂ ସହାୟ
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆଇସୋଲୋସନ୍ ସେଂଟର ମାନ ଖୋଲାଯାଇଥିଲା । ଏହିସବୁ କେନ୍ଦ୍ର ପାଇଁ ଖଟ, ବେଡ଼ସିଟ, ବାଲଟି
ରଘୁନାଥପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ଓ ସମାଜର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜଗତସିଂହପୁର ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଜୟପ୍ରକାଶ ଶିକ୍ଷା ନ
ଜୁନାଗଡ଼, ୨୯/୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)- ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପୁଣ୍ୟ ତିଥିରେ ସ୍ଥାନୀୟ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳବଣ୍ଟନ କରାଯାଇଥିଲା।ଏହି ଅବସରରେ ସ୍ଥାନୀୟ ଉତ୍କଳମଣି ସେବା ସଂସ
କେନ୍ଦ୍ରାପଡ଼ା, ୨୯/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନେତ୍ରୋତ୍ସବ ଆଜି । ପ୍ରଭୁ ଶ୍ରୀଜୀଉଙ୍କ ନବ ଯୌବନ ଦର୍ଶନ କରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ । ଏଥିପାଇଁ ସିଦ୍ଧବଳଦେବଜୀଉ ମନ୍ଦିର
କଟକ ସଦର, ୨୯/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଏସସିଵି ଵଡ ଡାକ୍ତରଖାନାକୁ ବିଶ୍ୱସ୍ତରୀୟ କରିଵାକୁ ଉଦ୍ୟମ ତ୍ୱରାନ୍ୱିତ ହୋଇଥିବା ବେଳେ ରିକିତ୍ସା ସୁଵିଧା ପାଇଁ ବିଭିନ୍ନ ଵିଭାଗରେ ବି
କଟକ ସଦର, ୨୯/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ-ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥ ନବୀକରଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଏଵେ ଭୂ ଅର୍ଜନ ପ୍ରକୋଷ୍ଠ (ଜାତୀୟ ରାଜପଥ)ଙ୍କ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ କଟକ ସଦର ତହସି
ବାଲିଗୁଡ଼ା,୨୯/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି ଭଳି ଦୁର୍ଗମ ଅଂଚଳରୁ ରୋଗୀ ନିତିଦିନ ଚିକିତ୍ସା ପାଇଁ ଆସିଥ
ଭୁବନେଶ୍ୱର ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୬୬ ଜଣ ସ୍ଥାନୀୟ ସଂ
ଜୁନାଗଡ଼ , ୨୮/୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଭାରତୀୟ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିବୀର ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ ଠିକା ନିଯୁକ୍ତି ପ୍ରତ୍ୟାହାର ଦାବିରେ ଦେଶର
କେନ୍ଦ୍ରାପଡ଼ା, ୨୮/୬/୨୦୨୨(ଓଡ଼ିଶା ସମାଚାର)- ପୁରୀର ଶ୍ରୀକ୍ଷେତ୍ର ଭଳି ଶୁକ୍ରବାର କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ମଧ୍ୟ ଅନୁଷ୍ଠିତ ହେବ ରଥଯାତ୍ରା । ଏଥିପାଇଁ ମଙ୍ଗଳବାର ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସମ୍ପଦ ମଡ଼କର ଶ୍ରୀବଳଦେବ
କେନ୍ଦ୍ରାପଡା, ୨୮/୬/୨୦୨୨(ଓଡ଼ିଶା ସମାଚାର)- ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ପରି କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ତୁଳସୀ କ୍ଷେତ୍ରର ସିଦ୍ଧ ଶ୍ରୀବଳଦେବଜୀଉଙ୍କ ‘ବ୍ରହ୍ମ ତାଳଧ୍ୱଜ’ ରଥ ନିର୍ମାଣ କାର୍ଯ୍ୟ ଦୃତ
କେନ୍ଦ୍ରାପଡ଼ା, ୨୮/୬/୨୦୨୨(ଓଡ଼ିଶା ସମାଚାର)- ସମୀର ଟ୍ରାକ୍ଟରର୍ସର ନୂତନ ଶୋରୁମ ସ୍ଥାନୀୟ କଟକ- ଚାନ୍ଦବାଲି ରାଜ୍ୟ ରାଜପଥର ତ୍ରିଲୋଚନପୁର ଠାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚା
କେନ୍ଦ୍ରାପଡା, ୨୮/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କ୍ରିଷ୍ଠା ଆର୍ଟ ସ୍କୁଲର ନିର୍ଦ୍ଧେଶକ ତଥା କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ରକଳା ଶିକ୍ଷକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ହରିଆଣାର ମ୍ୟା
ବାଲିଗୁଡା,୨୮/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳ ର ସାମ୍ବାଦିକ ବିପ୍ର ଚରଣ ସାହୁ(ମିଟୁ)ଙ୍କ ପିତା ବନମାଳୀ ସାହୁ,(୭୭)ଙ୍କ ମୃତ ଦେହ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଏମସ ହସପିଟ
ଭୁବନ,୨୮/୬/୨୦୨୨(ଓଡ଼ିଶା ସମାଚାର)- ଭୁବନ ସରସ୍ୱତୀ ଶିଶୁମନ୍ଦିରେ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଉଥିବା ୪ ଦିନିଆ ସଙ୍କୁଳ ଆଚାର୍ଯ୍ୟ କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀକାଳାଂଶ ଅବସରରେ ନଗରପାଳ ଶୁଭେନ୍ଦୁ କୁମାର ସ
ଭୁବନ ୨୮/୬/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଜୁଲାଇ ୧ ତାରିଖ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରାରେ ପ୍ରଭୁଙ୍କୁ ନିକଟରୁ ଦର୍ଶନ କରିବା ଓ ରଥ ଟାଣି କୋଟି ପୂଣ୍ୟ ଅର୍ଜନ କରିବାକୁ ଭୁବନରୁ ଶତାଧିକ ଜଗନ୍ନାଥ
ରଘୁନାଥପୁର, ୨୮/୬/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୬ଟି ନିର୍ଦ୍ଧେଶ କ୍ରମେ ଆଜି ଇସ୍ପାତ, ଖଣି ତଥା ନିର୍ମାଣ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲିକ ଜଗତସିଂହପୁର ଜିଲା ଗସ୍ତ ଅବସରରେ ରଘୁନାଥପୁର ବ୍ଲକ
ରଘୁନାଥପୁର, ୨୮/୬/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ଶିକ୍ଷା ମଣ୍ଡଳ ଅଧିନରେ ଥିବା ଗୁଆଳିପୁର ପଂଚାୟତ ପାଟେଣି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ୍ରକୁ ସେହି ପଂଚାୟତ ରାଧାନଗର ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ
ଗରଦପୁର, ୨୮/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କିତ ଏକ ଜନ ସଚେତନତା ସଭା ଅନୁଷ୍ଠିତ
ଗରଦପୁର, ୨୮/୬/୨୦୨୨(ଓଡ଼ିଶା ସମାଚାର)- କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ପରିସରରେ ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ଙ୍କ ସ୍କୃତି ଉଦେଶ୍ୟରେ ଏକ ନୂତନ ବିଲଡ଼ିଂ ର ଆଜି ଶିଳାନ୍ୟାସ କରାଯାଇଛି । ଏଥ
କଟକ ସଦର, ୨୮/୦୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦାୟିତ୍ଵ ଓ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ କିଶନନଗର ଥାନାର ବିବାଦୀୟ ଆଇଆଇସି ସସ୍ମିତା ରଣାଙ୍କୁ ଆଜି ମଙ୍ଗଳବାର ଡିଜିପି(ପୋଲିସ ମହାନିର୍ଦ୍ଦେଶକ) ନିଲମ୍ବ
କଟକ,୨୮/୦୬/୨୦୨୨(ଓଡ଼ିଶା ସମାଚାର) : କଟକ ସଦର ବୟାଳିଶମୌଜାର ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପଟଣା ନିବାସୀ ମହିୟସୀ ଶତାୟୁ ମହିଳା ସ୍ବର୍ଗତା ବଦନୀ ବେହେରାଙ୍କ ଏକାଦଶାହ ଦିବସରେ ଏକ ସ୍ମୃତି ସଭ
ଜୁନାଗଡ଼ ,୨୭ /୦୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଶ୍ରୀ ସମୀର କୁମାର ସାହୁ କଟକ ଜବାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଅୟୋଜିତ ରାଜ୍ୟ ସ୍ତରୀୟ ବ୍ୟାଡମିନ୍ଟନ ପ୍ରତିଯୋଗୀତା ୫୦+ ଯୁଗଳ ଭେ
କଟକ ସଦର, ୨୭ /୦୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଡେରିରେ ହେଉ ପଛେ ସଵୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।କିଶନନଗର ଥାନାରେ ଆତ୍ମଦାହ କରି ମୃତ୍ୟୁ ଵରଣ କରିଥିଵା ଗୁଣନିଧି ବିଷୋୟୀଙ୍କ ଘଟଣାର ୫ ଦିନ ପରେ ଦାୟିତ୍ଵ ଓ କର୍ତ
ଭୁବନେଶ୍ୱର ୨୮/୬/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୩ ଅଙ୍କ ଛୁଇଁଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୭
ଶିକ୍ଷାବିତ ଅଦ୍ୱୈତ ବଲ୍ଲଭ ଜେନାଙ୍କୁ ‘ବରୀ ଗୋରବ ସମ୍ମାନ’ ପ୍ରଦାନ କେନ୍ଦ୍ରାପଡ଼ା, ୨୭/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା- ଯାଜପୁର ପ୍ରତିଭା ପୂଜା ସଂସଦ ପକ୍ଷରୁ ଓଡିଶା ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଇନ୍ଦୁପୁରସ୍ଥିତ
ଜଗତସିଂହପୁର , ୨୭/୬/୨୦୨୨(ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚି
କନ୍ଧମାଳ, ୨୭ /୦୬/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ନବ ନିର୍ବାଚିତ କାର୍ଯ୍ୟ କାରିଣୀ ସଦସ୍ୟ ଓ ସଦସ୍ୟାଙ୍କ ପ୍ରଥମ ବୈଠକ ରାମ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତ
କଟକ, ୨୭ /୦୬/୨୦୨୨(ଓଡ଼ିଶା ସମାଚାର /ଦେବାଶିଷ ରଥ)- କଟକ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ କାର୍ଯ୍ୟାଳୟ ଏବଂ ଅବକାରୀ କାର୍ଯ୍ୟାଳୟର ସହାୟତାରେ ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅ
କଟକ ସଦର, ୨୭ /୦୬/୨୦୨୨ (ଓଡିଶା ସମାଚାର/ଵିଷ୍ଣୁ ବେହେରା): ରାଜ୍ୟର ଅଗ୍ରଣୀ ଇଲେକ୍ଟ୍ରୋନିକ ପ୍ରତିଷ୍ଠାନ ‘ ସାଇ ୱ।ର୍ଲଡ୍’ ପକ୍ଷରୁ କନ୍ଦରପୁର ଷ୍ଟେଟ ବ୍ୟାଙ୍କ ଗ୍ରାଉଣ୍ଡରେ ଏକ ଭଵ୍ୟ ଗ୍ରାହକ ସମ୍ପର୍କ ମେଳା ଓ ବନ୍ଧୁମିଳନ କାର
କଟକ ସଦର, ୨୭ /୦୬/୨୦୨୨ (ଓଡିଶା ସମାଚାର/ଵିଷ୍ଣୁ ବେହେରା): କିଶନନଗର ଥାନାର ଆଇଆଇସି ସସ୍ମିତା ରଣାଙ୍କ ଠାରୁ ନ୍ୟାୟ ନପାଇ ନିରାଶ ଓ ହତାଶ ବ୍ୟକ୍ତି ଥାନା ପରିସରରେ ଆତ୍ମାହୁତି ଭଳି ଚରମ ଉଦ୍ୟମ କରି ଶେଷରେ ମୃତ୍ୟୁ ଵରଣ କରିଥିଵା ଈ
କନ୍ଧମାଳ, ୨୭ /୦୬/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ଥର ପାଇଁ ଧଳା ଜହର ମାନେ ବ୍ରାଉନସୁଗାର ପଶିବା ଆରମ୍ଭ ହୋଇ ଯାଇଛି । ଏ ନେଇ କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବା
ଗରଦପୁର,୨୭/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ର ସରକାର ସେନାବାହିନୀ ରେ ଅଗ୍ନିପଥ ଯୋଜନାରେ ଦେଶର ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ବିରୁଦ୍ଧରେ ଆଜି ପାଟକୁରା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି । ରାଷ୍ଟ୍ରୀୟ କଂ
ଜୁନାଗଡ଼ ୨୭ /୦୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – ରବିବାର ଦିନ ପୂର୍ବାହ୍ନ ଘ୧୦ଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତିର ନିର୍ଦ୍ଦେଶ କ୍ରମେ ଜୁନାଗଡ଼ ସ୍ଥିତ ଆରଏମସି କନଫରେନ୍ସ ହଲ ଠାରେ
ଜୁନାଗଡ଼ ୨୭ /୦୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ପେକ୍ସର ଉପସଭାପତି ଭାବେ ଆଜି ମମତା ନାଏକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ଅନ୍ୟ କୌଣସି ବ୍ୟକ୍ତି ପ୍ରାର୍ଥୀପତ
ଭୁବନେଶ୍ୱର ୨୭/୬/୨୦୨୨(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୭ ଜଣ ସ୍ଥାନୀୟ ସଂ
କେନ୍ଦ୍ରାପଡା, ୨୬/୬/୨୦୨୨(ଓଡ଼ିଶା ସମାଚାର)- ୫ନମ୍ବର(କ) ଜାତୀୟ ରାଜପଥରେ ଏକ କାର ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ସଂପୃକ୍ତ ବାଇକଟି ଜଳି ଯାଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କେ
କଟକ ସାଇବର ଥାନାରେ ଏତଲା ଦାୟର କଲେ ଜିଲ୍ଲାପାଳ କଟକ ,୨ ୬ /୦୬/୨୦୨୨(ଓଡ଼ିଶା ସମାଚାର /ଦେବାଶିଷ ରଥ)- କଟକ ଜିଲ୍ଲାପାଳଙ୍କ ନାମରେ ୭୬୯୬୯୧୮୧୫୧ ନମ୍ବର ଜରିଆରେ ଜାଲ ହ୍ଵାଟ୍ସଆପ ଆକାଉଣ୍ଟ ସୃଷ୍ଟି କରାଯାଇ ଏହା ମାଧ୍ୟମରେ ଭ୍ରମାତ୍
ବ୍ୟାଙ୍କ ପ୍ରତିଷ୍ଠାତାଙ୍କ ପୁଅ ହେବେ ସଭାପତି କେନ୍ଦ୍ରାପଡ଼ା, ୨୬/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ସମବାୟ ନିର୍ବାଚନ ମଧ୍ୟରେ ସବୁଠୁ ଚର୍ଚ୍ଚାରେ ଥିଲା କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ
ବାଲିଗୁଡା,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାରମ୍ବାର ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ୨ କିଲୋମିଟର ପାହାଡ଼ି ଝରଣାରୁ ଗାଁ ପର୍ଯ୍ୟନ୍ତ ବାଉଁଶ ନଳ ଖଞ୍ଜି ପାଣି ଟୋପାଏ ଆଣି ପାରିଛନ୍ତି । ବର୍ଷ ବର
କନ୍ଧମାଳ,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତକୁ ୨୦୧୨ ମସିହାରୁ ସାଂସଦ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରାଯାଇଛି । କିନ୍ତୁ ପଞ୍ଚାୟତ
କନ୍ଧମାଳ,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାତୀ ଅନୁଷ୍ଠାନର ୨୩ ତମ ପ୍ରତିଷ୍ଠା ଦିବସ ଲୁଇସଂ ପଞ୍ଚାୟତର ରାଇଗୁଡା ଓ ବାଲନ୍ଦା
ଗରଦପୁର, ୨୬/୬/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ହାଇସ୍କୁଲ ର ୪୩ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ଇଂ ଫକୀର ମୋ
ଗରଦପୁର, ୨୬/୬/୨୦୨୨(ଓଡ଼ିଶା ସମାଚାର)- ପାଟକୁରା , ଗରଦପୁର ଅଂଚଳରେ ଉଦଭ୍ରାନ୍ତ ଯୁବକମାନଙ୍କ ଦୃତ ବାଇକ୍ ଚାଳନା ସାଧାରଣ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବିଶେଷକରି ରାସ୍ତାରେ ଯାତାୟତ କରୁଥିବା ସ୍କୁଲ ଛାତ୍ରଛାତ୍ର
ଗରଦପୁର, ୨୬/୬/୨୦୨୨(ଓଡ଼ିଶା ସମାଚାର)-ମୌସୁମୀର ଅନିୟମିତତା ଯୋଗୁଁ ବର୍ଷାର ଲୁଚକାଳି ଖେଳ ଚାଷୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ରଜ ପରେ ପରେ ବର୍ଷା ହେବ ବୋଲି ସମ୍ଭବନା କରି ଚାଷୀମାନେ କେତେକ ବିଅଳି କିସମ୍ ଧାନ ସହିତ ଖା
ତାରପୁର, ୨୬/୬/୨୦୨୨(ଓଡ଼ିଶା ସମାଚାର)- କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରଘୁନାଥପୁର ଶାଖା ଅନ୍ତର୍ଗତ ତାରପୁର ପ୍ରାଥମିକ କୃଷି ସମବାୟ ସମିତି ଚିକିରିଆ ଠାରେ ଆଜି ୧୫ ଜଣିଆ ବୋର୍ଡ଼ ମେମ୍ବର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ସମିତ
ଭୁବନେଶ୍ୱର ୨ ୬ /୦୬/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧାରୁ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନସୁଗାର । ୧ କେଜି ୩୦ ଗ୍ରାମ୍ ର ବ୍ରାଉନ୍ ସୁଗାର ଜବତ କରିବା ସହ ୪ଜଣଙ୍କୁ ଗିରଫ କରାଯାଇଛି । ଖବର ଅନୁଯାୟୀ, ବ୍ରାଉନ୍ କାରବାର ନେ
ବାରିପଦା,୨ ୬ /୦୬/୨୦୨୨(ଓଡ଼ିଶା ସମାଚାର)- ସାନଭାଇର କଟୁରୀ ଚୋଟରେ ବଡ଼ ଭାଇ ର ଜୀବନ ଯାଇଛି । ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ
ଭୁବନେଶ୍ୱର ୨୬/୬/୨୦୨୨(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ
କେନ୍ଦ୍ରାପଡା, ୨୫/୬/୨୦୨୨(ଓଡ଼ିଶା ସମାଚାର)- ପାରାଦ୍ୱୀପରୁ ଜିପସମ ପରିବହନ କରୁଥିବା ବାହାର ଜିଲାର ଟ୍ରକକୁ କେନ୍ଦ୍ରାପଡ଼ା ଓ ପାରାଦ୍ୱୀପ ଟ୍ରକ ମାଲିକ ମାନେ ବିରୋଧ କରି ଗାଡି ଅଟକାଇଛନ୍ତି । କେନ୍ଦ୍ରାପଡ଼ା ଓ ପାରାଦ୍ୱୀପ ଟ୍ରକ
କେନ୍ଦ୍ରାପଡ଼ା, ୨୫/୬/୨୦୨୨(ଓଡ଼ିଶା ସମାଚାର)-କରୋନା ବେଳେ ପାଠ ପଢା ବ୍ୟାଘାତ ହୋଇଥିଲା । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମାନସିକତା ଉପରେ ପ୍ରଭାବ ପଡିଥିଲା । କରୋନା କଟକଣା ଉଠିଯିବା ପରେ ଛାତ୍ରଛାତ୍ରୀମାନେ ପାଠ ପଢାରେ ବିଶ
କେନ୍ଦ୍ରାପଡ଼ା, ୨୫/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଜଣେ ପୋଲିସ ସବ ଇନ୍ସପେକ୍ଟରଙ୍କୁ ଆକମ୍ରଣ କରାଯାଇଛି । ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍
କନ୍ଧମାଳ,୨୫/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟଳୟ ଠାରେ ଜିଲ୍ଲା ବିଜେପି ଦଳ ପକ୍ଷରୁ କଳା ଦିବସ ପାଳନ ପୂର୍ବକ ଏକ ବୈଠକ ଆୟୋଜିତ ହୋଇଯାଇଛି ।ଏହି
ବାଲିଗୁଡା,୨୫/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ ମୋଟର ସାଇକେଲଭାରସାମ୍ୟ ହରାଇ ରାସ୍ତା କଡ ଗାର୍ଡ ଓ୍ବାଲ୍ ସହ ଧକ୍
ଗରଦପୁର, ୨୫/୬/୨୦୨୨(ଓଡ଼ିଶା ସମାଚାର)-ଏହି ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତର ବନ୍ଧସାହି ଗ୍ରାମକୁ ଲାଗିଥିବା ଚଁପୁର ଗ୍ରାମ ଗୋଚର ଜମିରୁ ଜବର ଦଖଲ ହଟାଇବା ପାଇଁ ସାଧାରଣରେ ଦାବି କରାଯାଇଛି । ଚଁପୁର ଗ୍ରାମର ଖାତାନଂ- ୭୪୯,
ରଘୁନାଥପୁର, ୨୫/୬/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅଂଚଳରେ ବାରମ୍ବାର ଚୋରିବୃଦ୍ଧି ପାଇବାରେ ଲାଗିଛି । ରଘୁନାଥପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ବଜାରରେ ଗ୍ରାଣ୍ଡ ସେନାପତି ବ୍ୟବସାୟୀ ଦୋକାନ ସମ୍ମୁଖରୁ ଗତକାଲି ର
(କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତା) – ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ଯାଏଁ ପୁରୀରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ ପରାମର୍ଶ – ଏହି ଦିନ ଲୋକମାନେ ଭୋଗ ଓ ଫୁଲ ପାଇଁ ପଲିଥିନ୍, ପାଣି ବୋତଲ ଓ ଖ
ସାଲେପୁର, ୨୫ /୬/୨୦୨୨ (ଓଡିଶା ସମାଚାର/ ଅଭୟଜେନା ) -ସାଲେପୁର ବ୍ଲକ ଅନ୍ତର୍ଗତ ୧୬ ଗୋଟି ୫ ଟି ରୂପାନ୍ତରିତ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର କଲ୍ୟାଣ ପୁର ଉଚ୍ଚ ବିଦ୍ୟାଳୟ ପରି
ପାରାଦୀପ,୨୫/୬/୨୦୨୨(ଓଡ଼ିଶା ସମାଚାର)- ଦେଶବାସୀଙ୍କୁ ଡ୍ରଗ୍ସ ନିରୋଧ ସଚେତନତା କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛି ଭାରତୀୟ କୋଷ୍ଟଗାର୍ଡ । ଏହି ଅବସରରେ ଶୁକ୍ରବାର ଦିନ କୋଷ୍ଟଗାର୍ଡ ଜିଲ୍ଲା ମୁଖ୍ୟାଳୟ-୭ ପାରାଦୀପ ପକ୍ଷ
କଟକ ସଦର, ୨୫ /୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କିଶନନଗର ଥାନାରେ ଗଡଜାତ ଶାସନ ଚଳାଇଥିବା ଅଧିକାରିଣୀ ସସ୍ମିତା ରଣାଙ୍କୁ ସହଯୋଗ କରୁଥିଵା ସ୍ଥାନୀୟ ଅଞ୍ଚଳର କେତେକ କଳଙ୍କିତ ଓ ଜନସାଧାରଣଙ୍କ ଠାରୁ ପ୍ରତ୍ୟାଖ୍ୟାତ ତଥ
କଟକ ସଦର, ୨୫ /୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତ ନାଭାଭଙ୍ଗା ଗ୍ରାମରେ ଦେଖାଯାଇଛି ଏକ ଅଲୈ।କିକ ଘଟଣା। ଘରର ମାର୍ଵଲ ଚଟାଣ ତଳୁ ବାହାରିଛନ୍ତି ଛୋଟ ଵଡ ୧୪ ଗୋଟି ଦେବାଦେବୀଙ୍କ
କଟକ ସଦର, ୨୫ /୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ପଞ୍ଚାୟତ ସମିତି ଚେୟାରମେନ ପଦ ନିମନ୍ତେ ଆସନ୍ତା ଜୁଲାଇ ୬ ତାରିଖରେ ଗ୍ରାମପଞ୍ଚାୟତ ଆଇନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେଵ ଵୋଲି ରାଜ୍ୟ ନିର୍ବାଚନ ଆୟୁକ୍ତଙ
ଭୁବନେଶ୍ୱର ୨୫/୬/୨୦୨୨(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୫ ଜଣ ସ୍ଥାନୀୟ ସଂକ
ରାଉରକେଲା, ୨୫/୬/୨୦୨୨(ଓଡ଼ିଶା ସମାଚାର)- ରାଉରକେଲାର ଚାନ୍ଦିପୋଷ ଥାନା ଅଞ୍ଚଳରେ ଆଜି ଏକ ବଡ ଧରଣର ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ବିଶ୍ୱଜିତ ସାହୁ ନାମକ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ଆହତ ହୋଇଛି। ତାଙ୍କ ବାମ ଗୋଡରେ ବାଜିଛି
ଚାଲ ଛପର ଘର ସମ୍ପୂର୍ଣ ଭାଙ୍ଗି ଯାଇଛି ଏବେ ଧନମତି ଓ ଝିଅ ଲିପ୍ସା ଅନ୍ୟ ଘରେ ଆଶ୍ରୟ ଜୁନାଗଡ଼ , ୨୫ /୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଧନମତି ଦେଇ ୫୧ ପ୍
କେନ୍ଦ୍ରାପଡ଼ା,୨୪/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ ପାଇଁ ହୋଇଥିବା ଯୋଜନା ପଣ୍ଡ ହୋଇଯାଇଛି । କାରଣ ଲୁଟ୍ ଉଦ୍ୟମ ବେଳେ ପିସିଆର ଭ୍ୟାନ ଘଟଣା ସ୍ଥଳ