ରାଜ୍ୟରେ ଆଉ ୩୩୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ସୁସ୍ଥ ହାର ଲଗାତାର ଭାବେ ବଢିବାରେ ଲାଗିଛି । ଏହି କ୍ରମରେ ଶୁକ୍ରବାର ସୁସ୍ଥ ହୋଇଛନ୍ତି ଆଉ ୩୩୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏଯାବତ ମୋଟ ୧୦ ଲକ୍ଷ ୩୩ ହଜାର ୯୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ

12 Nov 2021 9:30 pm
ଓଡିଶାରେ ୪ କୋଟି ଛୁଇଁଲା ଟିକାକରଣ

ଭୁବନେଶ୍ୱର: ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡିଶା । ଆଜି ରାଜ୍ୟରେ ୪ କୋଟି ଛୁଇଁଲା ଟିକାକରଣ । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । ଟିକାକରଣରେ ଏହି ସଫଳତା ପାଇଁ ସ୍ୱାସ

12 Nov 2021 5:48 pm
ରାଜ୍ୟ ସରକାର ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ

ଭୁବନେଶ୍ୱର: ଅନୈତିକତା, ଅପାରଗତା ଓ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ସବୁବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଏଭଳି ସ୍ଥଳେ ସରକାର ଆଜି ୮ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏହି ୮ ଜ

12 Nov 2021 4:36 pm
ଅଷ୍ଟ୍ରେଲିଆକୁ ୧୭୭ ରନ ଲକ୍ଷ୍ୟ ଦେଲା ପାକିସ୍ତାନ

ଦୁବାଇ : ଟି-୨୦ ବିଶ୍ୱକପର ୨ୟ ସେମି-ଫାଇନାଲରେ ଅଷ୍ଟ୍ରେଲିଆକୁ ୧୭୭ ରନ ଲକ୍ଷ୍ୟ ଦେଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ରନ କରିଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପାକିସ୍

11 Nov 2021 9:37 pm
ରାଜ୍ୟରେ ଆଜି ୩୦୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଥିବା ବେଳେ କଟକରୁ ୨୨ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୯, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର

11 Nov 2021 7:37 pm
ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲା ଲୁଟେରା

ଭୁବନେଶ୍ୱର : ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ନା କମିଶନରେଟ ପୋଲିସକୁ ଭୟ କରୁଛନ୍ତି ନା ଜନସାଧାରଣକୁ । ରାତି ପରି ଦିନ ଦ୍ୱିପହରରେ ଛିନତାଇ,ମର୍ଡର ଆଦି ଘଟାଇ ଚାଲିଛନ୍ତି । ଏହାକୁ ଦେଖି ଲୋକେ ଘରୁ ପଦାକୁ

11 Nov 2021 5:36 pm
ଫ୍ରାନ୍ସରେ କୋଭିଡ-୧୯ର ୫ମ ଲହର ଆରମ୍ଭ

ନୂଆଦିଲ୍ଲୀ : ବିଶ୍ୱକୁ କବଳିତ କରିବାରେ ଲାଗିଛି କରୋନା ଭାଇରସ । ବିଶ୍ୱରେ ପ୍ରତିଦିନ ବହୁ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାର ରେକର୍ଡ ରହିଛି । ଏହାରି ମଧ୍ୟରେ ଫ୍ରାନ୍ସରେ କରୋନାର ପଞ୍ଚମ ଲହର ଆରମ୍ଭ ହୋଇଥିବା ସୂଚ

11 Nov 2021 4:56 pm
ଆମ୍ବୁଲାନ୍ସରୁ ୫୦ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ,୨ ଅଟକ

ଭଦ୍ରକ: ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ । ମାଫିଆମାନେ ବେପାର ପାଇଁ କୌଣସି ବାଟ ମଧ୍ୟ ଛାଡୁ ନାହାନ୍ତି । ଆମ୍ବୁଲାନ୍ସ ଗାଡିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଧରିଛି ଭଦ୍ରକ ଟାଉନ ଥାନା ପୋଲିସ । ଆମ୍ବୁଲାନ୍ସରୁ ପାଖା

11 Nov 2021 4:42 pm
ଓଏସଏସଟିଇଟି ପାଇଁ ୧୨ରୁ ଆବେଦନ

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ପାଇଁ ଆସନ୍ତା ୧୨ ତାରିଖଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବ

11 Nov 2021 4:16 pm
ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ ଏନସିବି ଡିଜି ହେଲେ

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏନସିବିର ନୂଆ ଡିଜି ଭାବେ ନିଯୁକ୍ତି କରାଯାଇଛି । ପୂର୍ବରୁ ଅତିରିକ୍ତ ଦାୟିତ୍ୱରେ ଥିବା ଓଡ଼ିଆ ଅଫିସରଙ୍କୁ ନିୟମିତ ନିଯୁକ୍ତି ଦେଇଛନ୍ତି ସରକାର । ୨୦୨୪ ଅଗଷ୍ଟ ୩୧

11 Nov 2021 3:23 pm
ବିଶ୍ୱକପ୍ ହକି ପାଇଁ ଦଳ ଘୋଷଣା: ଭାରତୀୟ ଟିମରେ ୩ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଯାଉଛି ଜୁନିୟର ବିଶ୍ୱକପ୍ ହକି ମହାକୁମ୍ଭ । ଏଥର କଳିଙ୍ଗ ଷ୍ଟାଡିୟମରେ ହେବ ଜୁନିୟର ହକି ମ୍ୟାଚ । ଜୁନିୟର ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ବିବେକ ସାଗର ପ୍ରସାଦଙ୍କ ନେ

11 Nov 2021 3:17 pm
ପୁଅ ବାପାର ତଣ୍ଟି ଚିପି ହତ୍ୟା କଲା

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଘଗୁର୍ଲି ଗାଁରେ ବାପାକୁ ତଣ୍ଟି ଚିପି ମାରି ଦେଲା ପୁଅ । ମୃତ ବ୍ୟକ୍ତି ଜଣଙ୍କ ହେଲେ ବୈକୁଣ୍ଠ ମାଝୀ। ଅଭିଯୁକ୍ତ ତଥା ବୈକୁଣ୍ଠଙ୍କ ପୁଅ ମହେଶ୍ୱର ମାଝୀକୁ ପରିବାରର ଅଭିଯ

11 Nov 2021 1:19 pm
ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ଦିନ ୧୨ଟା ଯାଏ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ପ୍ର

11 Nov 2021 1:05 pm
କଦଳୀ ପତ୍ରରେ ଖାଇବା ଦ୍ୱାରା ମିଳିଥାଏ ଏହିସବୁ ଫାଇଦା

କଦଳୀ ଗଛକୁ ଶୁଭର ପ୍ରତୀକ ବୋଲି କୁହାଯାଏ। ପ୍ରାୟତଃ ପୂଜା ପର୍ବ କିମ୍ବା ଭୋଜି ଆଦିରେ ଆମେ କଦଳୀ ପତ୍ରରେ ଖାଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, କଦଳୀ ପତ୍ରରେ ଖାଇବା ଦ୍ୱାରା ମିଳୁଥିବା ଲାଭ ବିଷୟରେ? କଦଳୀ ପତ୍ରରେ ଖାଦ୍ୟ ଖାଇବା

11 Nov 2021 1:00 pm
ବନ ବିଭାଗ ପକ୍ଷରୁ ଚଢ଼ାଉ: ବାଘ ଛାଲ ସହ ଦୁଇ ଗିରଫ

ଦେବଗଡ଼ : ଜଂଗଲରେ ବାଘ ଛାଲ ବିକ୍ରି ପାଇଁ ମୁଲଚାଲ ଚାଲୁଥିବା ବେଳେ ଦେବଗଡ ବନ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଚଢ଼ାଉ କରି ବାଘ ଛାଲ ସହ ଦୁଇ ଜଣଙ୍କୁ ଗିରଫ କରିଛି । ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍

11 Nov 2021 12:48 pm
ରାଜ୍ୟରେ ଦିନକରେ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୫୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୩ ରୋଗୀ ଚିହ୍ନଟ ହୋଇଛନ୍ତି । ୨୭୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୦ ଜଣ ସଂକ୍ରମିତ ରହ

11 Nov 2021 12:38 pm
ନ୍ୟୁଜିଲାଣ୍ଡ ଆଗରେ ୧୬୭ ରନର ଟାର୍ଗେଟ ଦେଲା ଇଂଲଣ୍ଡ

ଆବୁଧାବି : ଆବୁଧାବିରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୧୬୭ ରନର ବିଜୟ ଲକ୍ଷ୍ୟ ରଖିଛି ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ

10 Nov 2021 9:31 pm
ଆଜି ଭୁବନେଶ୍ୱରରୁ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୮୩ ସୁସ୍ଥ

ଭୁବନେଶ୍ବର: ରାଜଧାନୀରେ ଗତକାଲି କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ତଳେ ଥିବା ବେଳେ ଆଜି ପୁଣି ପାର ହୋଇଛି । ମଙ୍ଗଳବାର ସଂକ୍ରମିତ ସଂଖ୍ୟା ୮୭ ଥିବାବେଳେ ଆଜି ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୬ ଜଣ କରୋନା ଆକ୍ରାନ୍ତ ଚି

10 Nov 2021 9:12 pm
ରାଜ୍ୟରେ ଆଜି ୩୧୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩ ଜଣ ଥିବାବେଳେ କଟକ ଜିଲ୍ଲାରୁ ୩୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ବଲାଙ୍ଗୀରରୁ ୧୫, ମୟୂରଭଂଜରୁ

10 Nov 2021 8:17 pm
ସଡ଼କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ରକ୍ଷକ’ଉଦଘାଟିତ; ତାଲିମ ନେବେ ୩୦ ହଜାର ଜୀବନ ରକ୍ଷାକାରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନର କନଭେନ୍‌ସନ ସେଣ୍ଟର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏ

10 Nov 2021 8:03 pm
ବନ୍ଧୁକ ଦେଖାଇ ଗ୍ରୋସରୀ ଦୋକାନରୁ ଲୁଟ ଉଦ୍ୟମ, ଦୁର୍ବୃତ୍ତକୁ କାବୁ କଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । କେବିଏନ ବା ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟଙ୍କ ଗିରଫଦାରୀ ମଧ୍ୟରେ ଦିନ ଦ୍ଵିପ୍ରହରରେ ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଅଞ୍ଚଳରେ ଗନ୍ ପଏଣ୍ଟରେ ଗ୍ରୋସରୀ ଦୋକା

10 Nov 2021 7:50 pm
ଡିସେମ୍ବର ୩୧ ରେ ଅବସର ନେବେ ଡିଜିପି ଅଭୟ

ଭୁବନେଶ୍ବର: ଆସନ୍ତା ନୂଆବର୍ଷରେ ଓଡ଼ିଶାକୁ ନୂତନ ପୁଲିସ ଡିଜି ମିଳିବ । ଚଳିତ ବର୍ଷ ଡିସେମ୍ବର ୩୧ ରେ ଅବସର‌ ନେବେ ପୋଲିସ ଡିଜି ଅଭୟ । ଏନେଇ ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଅଭ

10 Nov 2021 7:34 pm
ଓପିଏଚଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ସ୍ତ୍ରୀ ଗିରଫ

ଭୁବନେଶ୍ୱର: ସଂପତ୍ତି ଠୁଳ କରିଥିଲେ କିନ୍ତୁ ହିସାବ ଦେଇ ପାରୁ ନଥିଲେ । ଯାହା ତଦନ୍ତକାରୀ ଟିମକୁ ସନ୍ତୋଷ କରି ପାରିନଥିଲା । ତେଣୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର

10 Nov 2021 4:54 pm
ରାଜସ୍ଥାନରେ ବସ-ଟ୍ୟାଙ୍କର ଧକ୍କା, ୧୨ ଜୀବନ୍ତ ଦଗ୍ଧ

ଜୟପୁର: ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ । ଏକ ଟ୍ୟାଙ୍କର ସହ ବସଟି ଧକ୍କା ହେବା ପରେ ଏଥିରେ ଭୟଙ୍କର ଭାବେ ନିଆଁ ଲାଗିଯିବାରୁ ୧୨ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ରାଜସ୍ଥାନ ବାଡମେର ଜିଲ୍ଲା ଅ

10 Nov 2021 4:24 pm
ଘରେ ରଖନ୍ତୁ ଲିମ୍ୱ କାଠରେ ନିର୍ମିତ ଗଣେଶ ମୂର୍ତ୍ତି, ବୃଦ୍ଧି ହେବ ଧନ

ଗଣେଶଙ୍କୁ ବିଘ୍ନ ବିନାଶକ କୁହାଯାଏ କାରଣ ସେ ଆମ ଜୀବନର ସମସ୍ତ ବିଘ୍ନକୁ ଦୁର କରି ଥାଆନ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତି । ଗଣପତି ସମସ୍ତ ରୂପରେ ମଙ୍ଗଳ ଓ ଶୁଭ ଅଟନ୍ତି । ଶାସ୍ତ୍ର ଦୃଷ୍ଟିରୁ ଯଦି ଏହି ୫ପ୍ରକାର ଗଣପତି ଆପଣଙ୍କ

10 Nov 2021 2:39 pm
ଜମି ଦେବା ନାଁରେ ୪ ଲକ୍ଷ ଠକେଇ ଅଭିଯୋଗ: ବିଲ୍ଡର ଗୟାଧର ଜେନା ପୁଣି ଗିରଫ

ଭୁବନେଶ୍ୱର: ଜମି ଦେବା ନାଁରେ ୪ ଲକ୍ଷ ଠକେଇ ଅଭିଯୋଗରେ ବିଲ୍ଡର ଗୟାଧର ଜେନା ପୁଣି ଗିରଫ ହୋଇଛନ୍ତି । ଠକେଇ ଅଭିଯୋଗରେ ଗୟାଧରଙ୍କୁ ଗିରଫ କରିଥଛି ସହିଦନଗର ପୋଲିସ । ପୂର୍ବରୁ ବିଭିନ୍ନ ଠକେଇ ମାମଲାରେ ଗୟାଧର ୪ ଥର ଗିରଫ ହୋଇଥି

10 Nov 2021 2:03 pm
ଓଜନ ହ୍ରାସ ପାଇଁ ଲବଙ୍ଗ ଓ ମହୁ

ମହୁ ଓ ଲବଙ୍ଗ ଉଭୟ ଆଣ୍ଟି ବ୍ୟାକ୍ଟେରିଆ, ଆଣ୍ଟି ଫଙ୍ଗଲ୍, ଆଣ୍ଟି ଅକ୍ସି ଡ଼ାଣ୍ଟ ଗୁଣରେ ଭରପୁର ଅଟେ । ବର୍ତ୍ତମାନ୍ ଶୀତଋତୁ ଆରମ୍ଭ ହେବା କାରଣରୁ ଆପଣ ଏହି ଦୁଇଟି ଜିନିଷକୁ ନିୟମିତ ସେବନ କରି ପାରିବେ । ଶୀତଋତୁରେ ଗଳାରେ ଯନ୍ତ

10 Nov 2021 1:22 pm
ମୁଖ୍ୟମନ୍ତ୍ରୀ କଟକରେ ରାଜ୍ୟର ସର୍ବବୃହତ ଓମଫେଡର ଅତ୍ୟାଧୁନିକ ଅଟୋମେଟିକ ପ୍ଲାଣ୍ଟ ଲୋକାର୍ପଣ କଲେ

କଟକ : କଟକରେ ରାଜ୍ୟର ସର୍ବବୃହତ ଓମଫେଡର ଅତ୍ୟାଧୁନିକ ଅଟୋମେଟିକ ପ୍ଲାଣ୍ଟକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହୋଇ

10 Nov 2021 12:32 pm
ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କ ପୁଅକୁ ଗଳା କାଟି ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେଓ୍ୱାଡ଼ା ଜିଲ୍ଲା ଟେରମ ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କ ପୁଅକୁ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । କଟେକଲ୍ୟାଣ ଏର

10 Nov 2021 11:04 am
ରାଜ୍ୟରେ ୨୪ ଘଣ୍ଟାରେ ୩୮୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୪୪୨୮ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୨୩ ଜଣ କ୍ୱା

10 Nov 2021 10:05 am
ଅତୁଲ କରୱାଲ ଏନ୍‌ଡିଆର୍‌ଏଫ୍‌ର ନୂଆ ଡିଜି

ନୂଆଦିଲ୍ଲୀ: ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନ୍‌ଡିଆର୍‌ଏଫ୍‌) ନୂତନ ଡିଜି ଭାବେ ଗୁଜୁରାଟ କ୍ୟାଡରର ଅତୁଲ କରୱାଲଙ୍କୁ ନିଯୁକ୍ତି ମିଳିଛି । ବରିଷ୍ଠ ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କ ସ୍ଥାନରେ ଏନ୍‌ଡିଆର୍‌ଏଫ୍ ମହା

10 Nov 2021 9:06 am
ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍, ୧୫ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଦେଅବଗଡ-ଅନୁଗୁଳ ରାସ୍ତା ନିଶା ନିକଟରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ୍‌କୁ ପିଟିବା ଫଳରେ ୧୫ ଜଣରୁ ଅଧିକ ଆହତ ହୋଇଥିବା ଜଣା ପଡିଛି । ସୂଚନା

10 Nov 2021 9:04 am
ଭାରତ ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ୯୬ଟି ଦେଶର ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତ ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ୯୬ଟି ଦେଶର ମଞ୍ଜୁରୀ ମିଳିଛି । ଏହି ୨ ଟିକାକୁ ଜରୁରୀ ବ୍ୟବହାର ପାଇଁ WHO ଅନୁମତି ଦେଇଛି । ଫଳରେ ଆଜି ପର୍ଯ୍ୟନ୍ତ ଏହି ଟିକାକୁ ବିଶ୍ବର ୯୬ଟି ରାଷ୍ଟ୍ର ମଂ

10 Nov 2021 8:51 am
ଆଜି ଟି-୨୦ ବିଶ୍ୱ କପର ପ୍ରଥମ ସେମିଫାଇନାଲ: ଇଂଲଣ୍ଡକୁ ଭେଟିବ ନ୍ୟୁଜିଲାଣ୍ଡ

ଆବୁଧାବି: ଟି-୨୦ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚ ବୁଧବାର ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ମୁଖ୍ୟତଃ ନ୍ୟୁଜିଲାଣ୍ଡର ବୋଲିଂ ଓ ଇଂଲଣ୍ଡର ବ୍ୟାଟିଂ ମଧ୍ୟରେ ଲଢେଇ ହେବ । ନ୍ୟୁଜିଲାଣ୍ଡ ଲଢୁଆ

10 Nov 2021 8:39 am
କଟକରୁ ୧୯ ପଜିଟିଭ ଚିହ୍ନଟ, ୨୫ ସୁସ୍ଥ

କଟକ: କଟକରେ ନିୟନ୍ତ୍ରଣରେ ରହିଛି ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା । ପ୍ରତିଦିନ ଦୁଇ ଅଙ୍କରେ ରହୁଛି ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ କଟକର ବିଭିନ୍ନ ଅଞ୍ଚଳରୁ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୯ ଜଣ କ୍ବା

9 Nov 2021 9:25 pm
ରାଜଧାନୀରେ କେବିଏନ ଗ୍ରୁପର ଆତଙ୍କ ଘଟଣା,୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ କେବିଏନ ଗ୍ରୁପର ସଦ୍ୟସ ମାରଣାସ୍ତ୍ର ଧରି ଭିଡିଓ ଭାଇରାଲ ଘଟଣା । ଗ୍ରୁପର ଆଉ ଦୁଇ ଗିରଫ । ଫେରାର ୨ ଅଭିଯୁକ୍ତ ଭୁବନେଶ୍ୱର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଚେଙ୍ଗ ଓରଫ

9 Nov 2021 9:12 pm
ଭୁବନେଶ୍ୱରରୁ ୮୭ ପଜିଟିଭ ଚିହ୍ନଟ, ୧୪୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ ଶହେ ତଳକୁ ଖସିଲା ମହମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୮୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବ

9 Nov 2021 8:50 pm
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି–୨୦ ସିରିଜରେ ନେତୃତ୍ୱ ନେବେ ରୋହିତ ଶର୍ମା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବ ଭାରତ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଆସନ୍ତା ୧୭ ରୁ ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଟି-୨୦ ମ୍ୟାଚ୍‌ରେ ରେ

9 Nov 2021 8:21 pm
ଭୁବନେଶ୍ୱର-ନୟାଗଡ଼ ଟାଉନ ମଧ୍ୟରେ ଚାଲିବ ମେମୁ ଟ୍ରେନ

ଭୁବନେଶ୍ୱର: ନଭେମ୍ବର ୧୫ ରୁ ଭୁବନେଶ୍ୱର – ନୟାଗଡ଼ ଟାଉନ ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରିବ । ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳାଇ ମେମୁ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । 08423/08424 ଭୁବନେଶ୍ୱର-ନୟାଗଡ଼ ଟାଉ

9 Nov 2021 6:56 pm
ରାଜ୍ୟରୁ ଆଜି ୪୬୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୪୬୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୭ ଜଣ ଅଛନ୍ତି । ତେବେ ଏହାକୁ ମିଶିଆ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା

9 Nov 2021 6:03 pm
ପୋଲିସ ବାପାର ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ; ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ବନ୍ଧୁକ ଦେଖାଇ ୧୫ ଲକ୍ଷ ଟଙ୍କା ଲୁଟ୍‌ । ସୁନ୍ଦରଗଡ଼ ଏକ୍ସିସ୍ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟ କରି ଫେରାର ହେଉଥିବା ବେଳେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତ ଜଣକ ଜଣେ ପୋଲିସ ଏଏସଆଇଙ୍କ ପୁଅ ବୋଲି ଜ

9 Nov 2021 5:11 pm
ଏଥର ବି କଟକରେ ବାଲିଯାତ୍ରା ହେବନି

କଟକ: ଏବର୍ଷ ବି ହେବନି କଟକର ଐତିହାସିକ ବାଲିଯାତ୍ରା । ଗତବର୍ଷ ପରି ଚଳିତବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ଉପରେ ରୋକ୍ ଲଗାଇଛି ପ୍ରଶାସନ । ଯାହାଫଳରେ ମହାନଦୀ କୂଳ କମ୍ପିବନି କି ସନ୍ଧ୍ୟା ହେଲେ ଆଉ ଦେଖିବାକୁ ମିଳିବ

9 Nov 2021 4:21 pm
ମହାସରସ୍ୱତୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଷଷ୍ଠ ଦିନରେ ଆଜି ମା’ ପଦ୍ମାସନା ହଂସ ବାହନରେ ମହାସରସ୍ୱତୀ ବେଶରେ ଦର୍ଶନ ଦେଉଛନ୍ତି। ମା’ ଭଦ୍ରକାଳୀ ପୀଠରେ କାଳୀପୂଜା ଅବସରରେ ଷଷ୍ଠ ଦିନରେ ମା’ଙ୍କ ମହାସରସ୍ୱତୀ ବେଶ ଦର୍ଶନ

9 Nov 2021 3:48 pm
ଖୋର୍ଦ୍ଧା କୋତଳାଙ୍ଗରେ କାଉ ମଡକ, ବାର୍ଡ ଫ୍ଲୁ ଆଶଙ୍କା

ଖୋର୍ଦ୍ଧା: ଜିଲ୍ଲାର ରାଉତପଡ଼ା ପଞ୍ଚାୟତର କୋତଳାଙ୍ଗ ଅଞ୍ଚଳରେ ଦେଖାଯାଇଛି କାଉ ମଡ଼କ । କାଉ ମଡକ ଦେଖି ବାର୍ଡ ଫ୍ଲୁ ଆଶଙ୍କାରେ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ଏହି ଅଞ୍ଚଳରେ ପ୍ରାୟ ୧୪ରୁ ଅଧିକ ମୃତ କାଉ ମରିପଡିଥିବା

9 Nov 2021 3:41 pm
ରାଜଙ୍କ ସହ ପ୍ରଥମ ଫଟୋ ସେୟାର କଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ ଏବଂ ଅପଲୋଡ କରିବା ମାମଲାରେ , ଗିରଫ ହୋଇ ଜେଲରେ ପାଖାପାଖି ଦୁଇ ମାସ ରହିବା ପରେ, ସେପ୍ଟେମ୍ବରରେ ତାଙ୍କୁ

9 Nov 2021 3:30 pm
ମୁମ୍ବାଇର ଆଣ୍ଟୋପ ହିଲ ଅଞ୍ଚଳରେ କୋଠା ଭୁଷୁଡ଼ି , ୯ ଗୁରୁତର

ମୁମ୍ବାଇ : ମଙ୍ଗଳବାର ମୁମ୍ବାଇର ଆଣ୍ଟୋପ ହିଲ ଅଞ୍ଚଳରେ ଏକ ଘର ଭୁଶୁଡି ପଡିଛି। ସବିଶେଷ ତଥ୍ୟ ଅନୁଯାୟୀ, ଭୁଶୁଡ଼ି ପଡ଼ିଥିବା ସଂରଚନାର ଆବର୍ଜନାରୁ ୯ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ମୁମ୍ବାଇ ଫା

9 Nov 2021 3:16 pm
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ପିଜୁଳି

ପିଜୁଳିରେ ପ୍ରଚୁର ପରିମାଣରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଥାଏ। ଏହାକୁ ନିୟମିତ ବ୍ୟବଧାନରେ ସେବନ କରିବା ଦ୍ୱାରା ଆମ ଶରୀରକୁ ଅନେକ ଉପକାର ମିଳିଥାଏ। ଏଥିରେ ଥିବା ପୋଟାସିୟମ୍‌ ଓ ମ୍ୟାଗ୍‌ନେସିୟମ୍‌ ଆମର ହୃତ୍‌ପିଣ୍

9 Nov 2021 2:40 pm
ବ୍ୟୁଟି ପ୍ରଡକ୍ଟ ଶୁଖି ଯାଉଥିଲେ, ଆପଣାନ୍ତୁ ଏହି ସରଳ ଉପାୟ

ଜୀବନଚର୍ଯ୍ୟା: ଖାସକରି ବ୍ୟୁଟି ପ୍ରଡକ୍ଟ ମଧ୍ୟରେ ଲିପଷ୍ଟିକ, ନେଲପଲିସ, ନେଲ୍ ପେଣ୍ଟ , ଲିକୁଇଡ ସିନ୍ଦୁର,ଆଦି ଅଧିକ ଦିନ ରହିବା ଫଳରେ ବା ପବନ ବାଜିବା ଫଳରେ ଶୁଖି ଯାଏ, ନଚେତ୍ ଅଧିକ ବହଳିଆ ହୋଇ ଯାଇଥାଏ । ଯାହା ଫଳରେ ଏହା ବ୍ୟବହ

9 Nov 2021 2:16 pm
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର : ଗତକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଗାମୀ ୩୬ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ । ଏହି ଅବପାତ ୧୧ ତାରିଖ ସକାଳ ସୁଦ୍ଧା ଉତ୍ତର ତା

9 Nov 2021 1:54 pm
ସଞ୍ଜୟ ବାଙ୍ଗର ଆରସିବିର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସଞ୍ଜୟ ବାଙ୍ଗରଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଫେବୃଆରୀରେ ବାଙ୍ଗରଙ୍କୁ ଆରସିବିର ବ୍ୟାଟିଂ ପରାମର୍ଶଦ

9 Nov 2021 1:03 pm
ଦୀପ ଜଳାଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ହିନ୍ଦୁ ପରମ୍ପରା ଅନୁସାରେ ପ୍ରାୟ ସବୁଦିନ ସକାଳ ଓ ସଂଧ୍ୟାର ପୂଜା ସମୟରେ ଦୀପ ଜଳାଯାଏl ମାନ୍ୟତା ରହିଛି ଯେ ଯଦି ଘରେ ଦୀପ ପ୍ରଜ୍ବଳନ କରାଯାଇ ଥାଏ ତେବେ ସମସ୍ତ ନକାରାତ୍ମକ ଶକ୍ତି ହ୍ରାସ ହୋଇଥାଏ l ତା ସହିତ ଈଶ୍ୱରଙ୍କ କୃପା ମଧ

9 Nov 2021 12:36 pm
ଦେଶରେ ୨୪ ଘଣ୍ଟାରେ ୧୦,୧୨୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୧୦,୧୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୬୬ ଦିନରେ ଅର୍ଥାତ ମାର୍ଚ୍ଚ ୧୬ଠାରୁ ଆଜି ସର୍ବନିମ୍ନ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୩୩୨ ଜଣ କରୋନା ଆକ

9 Nov 2021 12:31 pm
କୂଅରେ ପଡ଼ି ୨ ଭାଇ ମୃତ

ସମ୍ବଲପୁର: ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ଅଞ୍ଚଳରେ କୂଅରେ ପଡ଼ି ୨ ଭାଇଙ୍କର ମୃତ୍ୟୁ ଘଟିଛି । କୂଅ ନନ୍ଦ ଉପରେ ବସିଥିବା ବେଳେ ଜଣେ ଭାରସାମ୍ୟ ହରାଇ କୂଅ ଭିତକୁ ଖସିବା ବେଳେ ଅନ୍ୟଜଣଙ୍କୁ ଟାଣି ଦେଇଥିଲେ। ଫଳ​‌ରେ ଉଭୟ ୩୦ ଫୁଟ୍ କ

9 Nov 2021 11:47 am
ବାଲୁକା କଳାରେ ବ୍ୟଙ୍ଗ ଚିତ୍ରକର କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ବାଲୁକା କଳାରେ ବ୍ୟଙ୍ଗ ଚିତ୍ରକର କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି । ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ରକଳା କରି କିଶୋର ରଥଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛ

9 Nov 2021 10:25 am
ଆଜି ଓଡିଶାରୁ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ୨୯୬ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୬୪

9 Nov 2021 9:56 am
ଆଜି ଓଡିଶାରୁ ୨୯୬ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୯୬ ଆକ୍ଟିଭ୍ କେସ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୫୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରର

9 Nov 2021 9:52 am
ବାଲେଶ୍ୱରରୁ କୋଟିଏ ଟଙ୍କାରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ନିଶା ବେପାରର ଆଡ୍ଡା ପାଲଟିଛି ବାଲେଶ୍ୱର। ଆଜି ପୁଣି ବାଲେଶ୍ଵରରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରିଛି। ସହଦେଵ ଖୁଣ୍ଟା ନୟାବଜାର ହାଟରୁ ୧କିଗ୍ରା ୫୫ଗ୍ରାମ ବ୍ରାଉନସ

9 Nov 2021 9:48 am
ରାଜ୍ୟରେ ଶୀତର ଲହରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଆରମ୍ଭ ହୋଇଯାଇଛି । କ୍ରମାଗତ ଭାବେ ତାପମାତ୍ରା ହ୍ରାସ କାରଣରୁ ଥଣ୍ଡାର ପ୍ରକୋପ ବୃଦ୍ଧି ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୮ ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବ

9 Nov 2021 9:41 am
କୋଭାକ୍ସିନ ଟିକାକୁ ବ୍ରିଟେନର ସ୍ୱୀକୃତି

ନୂଆଦିଲ୍ଲୀ: ଦେଶରେ ସ୍ୱଦେଶୀ ‘କୋଭାକ୍ସିନ୍’ କୋଭିଡ ଟିକା ନେଇଥିବା ଲୋକଙ୍କ ପାଇଁ ଖୁସି ଖବର । ସେମାନେ ବର୍ତ୍ତମାନ କୌଣସି ଅସୁବିଧା ବିନା ବ୍ରିଟେନ ଯାତ୍ରା କରିବାକୁ ସକ୍ଷମ ହେବେ। ବ୍ରିଟେନ ଭାରତର କୋଭାକ୍ସିନକୁ ନିଜର ଟି

9 Nov 2021 9:41 am
ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହ କ୍ରୀଡା ଅଧିବେଶନ; ଦ୍ରାବିଡଙ୍କ କୋଚିଂରେ ଯୁବ ଖେଳାଳି ଉପକୃତ ହେବେ

ଭୁବନେଶ୍ବର: ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କୋଚ ହେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତାଙ୍କ ଉପସ୍ଥ଄ତି ଯୋଗୁ ଯୁବ ଖେଳାଳି ସର୍ବାଧିକ ଉପକୃତ ହେବେ । ଗ୍ରୀନ ରୁମ ପରିବେଶ ମଧ୍ୟ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ ବୋଲି ମୂଲ

9 Nov 2021 9:32 am
ଆଜି ଓଜେଇଇ ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ

ଭୁବନେଶ୍ୱର: ଆଜି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା( ଓଜେଇଇ) ପକ୍ଷରୁ ବି.ଟେକ, ବି.ଆର୍କ,ବି,ପ୍ଲାନ, ବି. କ୍ୟାଟ ଓ ଇଣ୍ଟିଗ୍ରେଟେଡ ପାଠ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ । ଆସନ୍ତା ୧୨ ତା

9 Nov 2021 9:29 am
ଲୋକତନ୍ତ୍ରରେ ଲୋକଙ୍କ କଥା କହିବାର ସୁଯୋଗ ନାହିଁ

ଭୁବନେଶ୍ୱର: ଲୋକତନ୍ତ୍ରରେ ଲୋକଙ୍କ କଥା କହିବାର ସୁଯୋଗ ନାହିଁ । ଭୋଟ ନେଇ ଜିତିବା ପରେ ଏକ ଛତ୍ରବାଦୀ ଶାସନ ଚଲୁଛି । ଜଣେ କହିବ ଏବଂ ଅନ୍ୟ ମାନେ ରୋବୋଟ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ର

9 Nov 2021 9:23 am
ଦିବସ ବ୍ୟାପୀ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହ: ସାମ୍ବାଦିକତା ଏବେ ଦିଗହରା ହେବାକୁ ବସିଛି

ଭୁବନେଶ୍ବର: ସାମ୍ବାଦିକତା କ୍ଷେତ୍ର ଏବେ ମୁରବୀ ହୀନ ହୋଇଯାଇଛି । ଆମ ସମୟରେ ସାମ୍ବାଦିକତା କ୍ଷେତ୍ରରେ ପ୍ରଦ୍ୟୁମ୍ନ ବଳ, ରାଧାନାଥ ରଥଙ୍କ ଭଳି ମୁରବୀମାନେ ଥିଲେ । ସେତେବେଳେ ସାମ୍ବାଦିକମାନଙ୍କୁ ସ୍ବାଧିନ ସ୍ବର ପ୍ରକାଶ କ

8 Nov 2021 3:55 pm
ବୈପ୍ଳବିକ ଚିନ୍ତାଧାରା ସାରା ଭାରତବର୍ଷରେ ପରିବର୍ତ୍ତନ ଆଣିଥିଲା

ଭୁବନେଶ୍ବର: ପ୍ରଦ୍ୟୁମ୍ନ ବଳ ଥିଲେ ଜଣେ ସୁଦକ୍ଷ ରାଜନେତା। ତାଙ୍କ ଜୀବନ ଓ ଲଢେ଼ଇ ସଦା ସର୍ବଦା ମାଟି ମା’ ଏବଂ ମଣିଷ ପାଇଁ । ତାଙ୍କ ନିର୍ଭୀକ ଏବଂ ବୈପ୍ଳବିକ ଚିନ୍ତାଧାରା କେବଳ ଓଡ଼ିଶାରେ ନୁହେଁ ବରଂ ସମ୍ପୂର୍ଣ୍ଣ ଭାରତ ବର୍ଷ

8 Nov 2021 3:42 pm
ପ୍ରଦ୍ୟୁମ୍ନ ବଳ ଜୟନ୍ତୀ ସମାରୋହ: ଫଟୋ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ୯୮ ତମ ପ୍ରଦ୍ୟୁମ୍ନ ବଳ ଜୟନ୍ତୀ ସମାରୋହ ଅବସରରେ ଆଜି ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ଯୋଗ

7 Nov 2021 9:02 pm
ଆଫଗାନିସ୍ତାନକୁ ୮ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ସେମିକୁ ଉନ୍ନୀତ ହେଲା

ଶାରଜାହା : ଟି -୨୦ ବିଶ୍ୱକପ୍‌ର ସୁପର -୧୨ ରେ ଶେଷ ଗ୍ରୁପ୍-୨ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଆଫଗାନିସ୍ତାନକୁ ଆଠ ୱିକେଟ୍‌ରେ ପରାସ୍ତ କରିଛି। କିୱି ଦଳର ବିଜୟ ଭାରତ ପାଇଁ ଖରାପ ଖବର ଆଣିଛି। ଭାରତ ବର୍ତ୍ତମାନ ସେମିଫାଇନାଲ ଦୌଡ଼

7 Nov 2021 8:27 pm
ପୋଲିସ ଏନକାଉଣ୍ଟରରେ ମାଓବାଦୀ ନିହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟ ଉଡରୁମ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଛି । କର୍ଲାପାଟ ଅଭୟାରଣ୍ୟ ଉଡରୁମ ଜଙ୍ଗଲ କିଛି ମାଓବ

7 Nov 2021 6:02 pm
ନୂଆପଡ଼ାରେ ପୋଲିସ ଡିଜିଙ୍କ ମାଓ ସମୀକ୍ଷା

ନୂଆପଡ଼ା: ପୋଲିସ ମହା ନିର୍ଦ୍ଦେଶକ ଅଭୟ ରବିବାର ନୂଆପଡ଼ା ଦିନିକିଆ ଗସ୍ତ କରିଛନ୍ତି । ଏହି ଅବସରରେ ସେ ନୂଆପଡା ଜିଲ୍ଲାରେ ଚାଲିଥିବା ମାଓ ଗତିବିଧି ସମ୍ପର୍କିତ ସମୀକ୍ଷା କରିଛନ୍ତି । ଏଥିସହ ସେ ମାଓବାଦୀଙ୍କ ଗଡ଼ ଭାବେ ପରିଚି

7 Nov 2021 5:58 pm
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ସେ ସ୍ମାର୍ଟ ହେଲଥ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏନେଇ ପ

7 Nov 2021 5:54 pm
ଟି -୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡ ଆଗରେ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ

ଶାରଜାହା : ଟି -୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଆଜି ମ୍ୟାଚ୍ ଖେଳାଯାଉଛି। ଏହି ଦୁଇ ଦଳ ବ୍ୟତୀତ ଏହି ମ୍ୟାଚ୍ ଭାରତ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନ୍ୟୁଜିଲାଣ୍ଡ ଆଗରେ ୧୨୫ ରନ୍‌ର ବିଜୟ

7 Nov 2021 5:37 pm
ଶୀତଦିନେ ଆଲର୍ଜି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହିସବୁ ଉପାୟ

ଥଣ୍ଡାଦିନେ ଆଲର୍ଜି ସମସ୍ୟା ୭୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ।ଯେତେବେଳେ ବ୍ୟକ୍ତି ଆଲର୍ଜି ସୃଷ୍ଟି କରୁଥିବା ଧୂଳିକଣା ସଂସ୍ପର୍ଶରେ ଆସିଥାଏ ସେତେବେଳେ ଆମ ଶରୀର ହିଷ୍ଟାମାଇନ୍ ରସାୟନ ରକ୍ତରେ ସୃଷ୍ଟି କରିଥାଏ ଯେଉଁ କାରଣ

7 Nov 2021 5:03 pm
ମୁଗଡାଲି ସମୋସା

ସାମଗ୍ରୀ : ମଇଦା ୨କପ, ରିଫାଇନ ତେଲ ଅଧା କପ, ଲୁଣ ସ୍ବାଦ ଅନୁସାରେ । ଭରିବା ପାଇଁ ପୁର : ମୁଗ ଡାଲି ଭିଜା ୨ କପ, ହେଙ୍ଗୁ ଚଉଠ ଚାମଚ, ଜିରା ପାଉଡର, ଚାଟମସଲା, ଲାଲ ଲଙ୍କା ପାଉଡାର, ଆରମଚୁର ପାଉଡର, ଲୁଣ ସ୍ବାଦ ଅନୁସାରେ, କସୁରୀ ମେଥି ଅଳ

7 Nov 2021 4:54 pm
ଘରର ବାସ୍ତୁଦୋଷ ଦୂର କରିବାକୁ ଆପଣାନ୍ତୁ ଏହିସବୁ ଟିପ୍ସ

ଘର ତିଆରି କରିବା ବେଳେ ଏମିତି କିଛି ଭୁଲ ରହିଯାଇଥାଏ ଯାହାକି ବାସ୍ତୁ ଦୋଷ ସୃଷ୍ଟି କରେ। ବାସ୍ତୁଦୋଷ ଦୂର କରିବା ଲାଗି ଏସବୁ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। କ୍ୟାରିୟର ଘରର ଐଶାନ୍ୟ କୋଣରେ ଭାରି ଜିନିଷ ରଖିବା ଫଳରେ ଆପଣଙ୍କ

7 Nov 2021 4:47 pm
ପଞ୍ଜାବରେ ପେଟ୍ରୋଲ ୧୦ ଟଙ୍କା ଏବଂ ଡିଜେଲ ୫ ଟଙ୍କା ଶସ୍ତା

ଚଣ୍ଡିଗଡ : ପଞ୍ଜାବ ସରକାର ରବିବାର ରାଜ୍ୟବାସୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦ ଟଙ୍କା ଏବଂ ୫ ଟଙ୍କା ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ମଧ୍ୟରାତ୍ରିରୁ ସର

7 Nov 2021 4:11 pm
ଆପୋଲୋ ବିଲଡର ଦୀପକ ମହାନ୍ତି ଗିରଫ

ଭୁବନେଶ୍ୱର: ଆପୋଲୋ ବିଲଡର ଦୀପକ ମହାନ୍ତିଙ୍କୁ ଗିରଫ କଲା ପୋଲିସ । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ୨୦୧୫ ମସିହାରେ ଲୋକଙ୍କୁ ଘର ଓ ଜମି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଥିଲେ ଦୀପକ ମହାନ୍ତ

7 Nov 2021 3:52 pm
ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ

ବାଗଦାଦ : ରବିବାର ସକାଳେ ଇରାକ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ୍‌-କାଧିମିଙ୍କ ବାସଭବନ ଉପରେ ଏକ ସଶସ୍ତ୍ର ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀଙ୍କ କୌଣସି କ୍ଷତି ହୋଇ ନାହିଁ ଏବଂ ସେ ନିରାପ

7 Nov 2021 2:37 pm
ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗାଡ଼ିକୁ ଅଣ୍ଡାମାଡ଼

କଳାହାଣ୍ଡି: ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ଦାସଙ୍କ ସହ ଯାଉଥିବା ବେଳେ ମନ୍ତ୍ରୀଙ୍କର ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି। ଏଥିସହ କଳା ପତାକା ଦେଖାଇ

7 Nov 2021 2:23 pm
 ଆର୍ଯ୍ୟନଙ୍କୁ ଫସାଇ ବଟି ଆଦାୟର ଷଡ଼ଯନ୍ତ୍ର ହୋଇଥିଲା: ନଓ୍ୱାବ ମଲ୍ଲିକ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ ପୁଣିଥରେ ବିସ୍ଫୋରକ ତଥ୍ୟ ଦେଇଛନ୍ତି । ଏଥିସହ ସେ ଏନସିବିର ବରିଷ୍ଠ ଅଧିକାରୀ ସମୀର ଓ୍ୱାଙ୍ଖଡ଼େଙ୍କୁ

7 Nov 2021 2:10 pm
ପୃଥକ ପୃଥକ ଦୁର୍ଘଟଣାରେ ୩ ମୃତ

ଆନନ୍ଦପୁର: କେଉଁଝରରେ ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ ମୃତ । ଘଷିପୁରା ଥାନା ଧକୋଠା ଛକରେ ବାଇକ୍ ଦୁର୍ଘଟଣାରେ ବାଇକ ଆରୋହୀ ଶୈଲଙ୍ଗ ଗାଁର ସଂଗ୍ରାମ ମୁଦୁଲିଙ୍କ ମୃତ୍ୟୁ ହୋଇଥିବା ବେଳେ, ଆନନ୍ଦପୁର ଥାନା ସିଲକା

7 Nov 2021 12:34 pm
ଆଜି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ଲଢେଇ

ଆବୁଧାବି: ଚଳିତ ଟି-ଟେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡରେ ଆଜି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଲଢେଇ ହେବ । ତେବେ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ଆଜିର ଏହି ମ୍ୟାଚ ୩ଟି ଦଳର ଭାଗ୍ୟ ନିର୍ଦ୍ଧାରିତ କରିବ । ବି

7 Nov 2021 11:47 am
ରାଜ୍ୟରେ ଆଉ ୩ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର: ରାଜ୍ୟରେ ମୃତ୍ୟୁ କମୁଛି ସତ ହେଲେ ବ୍ରେକ ଲାଗୁନାହିଁ । ପ୍ରତିଦିନ କେହି ନା କେହି ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ଘଟୁଛି । ରିପୋର୍ଟ ଅନୁସାରେ ଆଜି ରାଜ୍ୟରେ ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏ

7 Nov 2021 11:33 am
ବଡଭାଇକୁ ସାନ ଭାଇର ବୋମା ମାଡ଼ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ବଡଭାଇର ମୃତ୍ୟୁ

ନୟାଗଡ: ଧାର ଟଙ୍କାକୁ ନେଇ ବଡ ଭାଇକୁ ସାନ ଭାଇର ବୋମା ମାଡ଼ ଘଟଣା । ଗୁରୁତର ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ବଡଭାଇ ପଦ୍ମନାଭ ନାୟକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣ

7 Nov 2021 11:24 am
ପିଚୁ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

ସମ୍ବଳପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟନ୍ତପୁର ସ୍ଥିତ ପିଚୁ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଗତ ବିଳମ୍ବିତ ରାତ୍ରିରେ ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ତେବେ ଏଥିରେ କ

7 Nov 2021 9:10 am
ଇଂଲଣ୍ଡକୁ ୧୦ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ସାରଜା: ଚଳିତ ଟି-୨୦ ବିଶ୍ବକପରେ ଗ୍ରୁପ ୧ରେ ଥିବା ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଅନ୍ତିମ ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହୋଇଛି । ଅନ୍ତିମ ଲିଗ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୧୦ରନରେ ହରାଇଲା ଦକ୍ଷିଣ ଆଫ୍ରି

7 Nov 2021 8:49 am
ଜୋତା ଭିତରେ ନାଗ

ଭୁବନେଶ୍ୱର : ଜୋତା ଭତରେ ଲୁଚିଥିଲା ନାଗ ସାପ । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଜୋତା ଭିତରୁ ୨ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରାଯାଇଛି । ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଜୋତା ଷ୍ଟାଣ୍ଡ ତଳେ ଏକ ସାପ ପଶ

6 Nov 2021 7:50 pm
କୋଭିଡ ହସ୍ପିଟାଲରେ ନିଆଁ; ୧୦ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହମ୍ମଦନଗର କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୧୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଇସିୟୁ ୟୁନିଟରେ ନିଆଁ ଲାଗିଥିବା ଜଣାପଡିଛି । ଅନ୍ୟପଟେ ଏହି ଅଗ୍ନିକାଣ୍ଡରେ ୧୧ ଜଣଙ୍କ

6 Nov 2021 7:46 pm
ଆଜି ଓଡିଶାରୁ ୪୨୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୪୨୫ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩

6 Nov 2021 7:28 pm
ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବୃଦ୍ଧି ଲାଗି ଦାବି

ଭୁବନେଶ୍ୱର: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଶେଷ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସ ସହିତ ଅନ୍ୟ ଦଳର ପ୍ରତିନିଧି ଯୋଗ ଦେଇ

6 Nov 2021 5:41 pm
ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍, ଶ୍ରୀଜିଉଙ୍କୁ ଦର୍ଶନ କରି ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ

ପୁରୀ: ପୁରୀ ଗସ୍ତରେ5T ସଚିବ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଏହି ଅବସରରେ ସେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ହୋଇଥିବା ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତମାନଙ୍କ ସହ ଆଲୋଚନା କ

6 Nov 2021 4:20 pm
ରାଜ୍ୟରେ ବସ ଭଡା ହ୍ରାସ

କଟକ: ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଡିଜେଲ୍ ଦର ହ୍ରାସ ପାଇବା ପରେ ରାଜ୍ୟ ପରିବହନ ବିଭାଗ ବସ୍‌ ଭଡା ହ୍ରାସ କରିଛି । ବସ୍ ଭଡା କିଲୋମିଟର ପିଛା ୫ ପଇସା ପର୍ଯ୍ୟନ୍ତ ବସ୍ ଭଡ଼ା କମାଇଛି ପରିବହନ ବିଭାଗ । ସାଧାରଣ ଓ ଏକ୍ସପ୍ରେସ

6 Nov 2021 4:04 pm