କଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାଂଲାଦେଶ ସୀମାନ୍ତରେ ଏକ ଅଗ୍ନିକାଣ୍ଡ ଘଟି ବିଏସ୍ଏଫ୍ର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି। ମୃତ ବିଏସ୍ଏଫ୍ ଅଧିକାରୀ ହେଲେ ଏଏସ୍ଆଇ ଜାଗି ରାମ। ସୀମାର ବାଙ୍
ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ଆବାହକ ଅରବିନ୍ଦ କେଜରିୱାଲ ଡିଏମକେ ପାଇଁ ପ୍ରଚାର କରିବେ। ଏଥିପାଇଁ କେଜରିୱାଲ ଏପ୍ରିଲ ୨୦ ଓ ୨୧ରେ ତାମିଲନାଡୁ ଗସ୍ତ କରିବେ। ସେ ଡିଏମ୍କେ ମୁଖ୍ୟ
ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ବିରୋଧୀ ଦଳଗୁଡିକ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସଭାରେ ଉପବାଚସ୍ପତି ନିଯୁକ୍ତି କରାଯାଇ ନଥିବା କାରଣକୁ ନେଇ ବିରୋଧୀ ଦଳଗୁଡିକ ଏପରି ନିଷ୍ପତ୍ତି ନେଇଥିବା କ
ଇସଲାମାବାଦ: ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ପକ୍ଷରୁ ଗୁରୁବାର ଟୁଇଟ୍ ଜରିଆରେ ଏହି ସୂଚନା ପ୍ରଦାନ କର
ୱାଶିଂଟନ: ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୦ଦିନିଆ ଅସ୍ତ୍ରବିରତି ହୋଇଛି। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହୋଇଥିବା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଗୁରୁବାର ଘୋଷଣା କରିଛନ୍ତି।
ୱାଶିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିଶ୍ବରେ ତୈଳ ସଙ୍କଟ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ରୁଷ୍ ଏବଂ ଇରାନ ବିକ୍ରି କରୁଥିବା ତୈଳ ଉପରେ ପୂର୍ବରୁ ଲାଗିଥିବା କଟକଣାକୁ ଆମେରିକା କୋହଳ କରିଥିଲା
ତେହେରାନ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବର୍ତ୍ତମାନ ହର୍ମୁଜ ପ୍ରଣାଳୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଫେବୃଆରୀ ୨୮ରୁ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଇରାନ ଏହି ପ୍ରଣାଳୀକୁ ଅବରୋଧ କରି ରଖିଛି। ଫଳରେ ଏହି ଜଳପଥ ଦେଇ ବିଶ୍ବର
ମୁମ୍ବାଇ: ପୁଣି ହାରିଲା ମୁମ୍ବାଇ । ମୁମ୍ବାଇକୁ ୭ ଓ୍ବିକେଟରେ ହରାଇଛି ପଞ୍ଜାବ । ବିଜୟ ସହ ଟେବୁଲ ଟପ୍ପର ହେଲା ପଞ୍ଜାବ । ୧୯୬ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୧୬.୩ ବଲରେ ଜିତି ନେଇଛି ଶ୍ରେୟସ ବାହିନୀ । ୩ ଓ୍ବିକେଟ୍ ବିନିମୟ
ଭୁବନେଶ୍ଵର:ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ବଦଳି।ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ବତନ୍ତ୍ର ସଚିବ ଭାବେ ନୀଳକଣ୍ଠଙ୍କୁ ନିଯୁକ୍ତି। ଡାକ୍ତର ପ୍ରଦୀପ କୁମାର ହୋତା ହେଲେ ଜନସ୍ଵାସ୍ଥ୍ୟ ନିର୍ଦେ
ପୁରୀ:ଚନ୍ଦନଯାତ୍ରାକୁ ଶୃଙ୍ଖଳିତ କରିବାକୁ ମୁତୟନ ହେବେ ୫ପ୍ଲାଟୁନ ଫୋର୍ସ। ଏନେଇ ସମୀକ୍ଷା ପରେ ସୂଚନା ଦେଲେ ପୁରୀ ଏସପି ପ୍ରତୀକ ସିଂହ। ଏହି ଯାତ୍ରାରେ ଜଣେ ଏଏସପି,୫ଡିସିପି, ୮ଇନ୍ସପେକ୍ଟର, ୨୦ସବଇନ୍ସପେକ୍ଟର ଓ ୫୮ଟି ହୋମ
ନୂଆଦିଲ୍ଲୀ:ଡି-କକଙ୍କ ଦମଦାର ପାଳି । ଅପରାଜିତ ଶତକ ହାସଲ କଲେ ଡି-କକ । ଶାତକ ବଳରେ ୬ ଓ୍ବିକେଟରେ ୧୯୫ ରନ କଲା ମୁମ୍ବାଇ । ପଞ୍ଜାବ ଆଗରେ ୧୯୬ ରନର ବିଜୟ ଲକ୍ଷ୍ୟ । ଡି-କକ୍ ୬୦ ବଲରୁ ୧୧୨ ରନ କରିଛନ୍ତି । ଯେଉଁଥିରେ ୭ ଚୌକା ସହ ୮ ଛ
ଭୁବନେଶ୍ଵର:ଲୋକସଭାରେ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍ ଆଗତ କରାଯାଇଛି। ଆଜି ଗୃହରେ ଭାଷଣ ଦେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ପଞ୍ଚାୟତ ଏବଂ ପୌରପାଳିକାରେ ୩୩ ପ୍ରତିଶତ ମହିଳା ସଂରକ୍
ପୁରୀ:ରତ୍ନଭଣ୍ତାରରେ ଗଣତିମଣତି ନେଇ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । ସେ କହିଛନ୍ତି, ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ ଭାବରେ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ କୃପାରୁ କୌଣସି ପ୍ରକାର
ଲାହୋର:ପାକିସ୍ତାନର ଲାହୋରରେ ଲସ୍କର-ଇ-ତୋଇବାର ଫାଉଣ୍ଡର ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼ । ମିଳିଥିବା ସୂଚନା ଅନୁସାରେ, ହମଜା ଲାହୋରରେ ଥିବା ଏକ ନ୍ୟୁଜ ଚ୍ୟାନେଲ ଅଫିସରୁ ଏକ କାର୍ଯ୍ୟକ
ନୂଆଦିଲ୍ଲୀ:ଡିଲିମିଟେସନକୁ ନେଇ ଗୃହରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବୟାନ। ଡିଲିମିଟେସନକୁ ନେଇ ଭ୍ରାନ୍ତ ଧାରଣା ପ୍ରଚାର କରାଯାଉଛି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକର କୌଣସି କ୍ଷତି ହେବନି। ଏବେ ସଂସଦରେ ଦକ୍ଷିଣ
ଭୁବନେଶ୍ଵର:ଏବେଠୁ ଡ଼ରାଇଲାଣି ଗରମ । ଅଧିକାଂଶ ସ୍ଥାନରେ ପାରଦ ୪୦ ଛୁଇଁଲାଣି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି । ଏମିତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯ
ଭୁବନେଶ୍ଵର:ସୀମା ନିର୍ଦ୍ଧାରଣ ବିବାଦ ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଓଡ଼ିଶାର ସ୍ୱର ଦବିଯିବା ନେଇ ବିରୋଧୀ ଦଳ ନେତା ନବୀନଙ୍କ ସତର୍କବାଣୀ। ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣଠାର
ମୁମ୍ବାଇ:ଚଳିତ ଆଇପିଏଲ୍ର ୨୪ତମ ଲିଗ୍ ମ୍ୟାଚରେ ଆଜି ୫ଥର ଚାମ୍ପିଅନ ମୁମ୍ବାଇ ଅପରାଜୟ ପଞ୍ଜାବକୁ ଭେଟିବ। ୪ଟି ମ୍ୟାଚ ଖେଳି ଗୋଟିଏ ମାତ୍ର ମ୍ୟାଚ ଜିତିଥିବା ମୁମ୍ବାଇ ଦଳ ବିଜୟ ଧାରାକୁ ଫେରିବା ପାଇଁ ତତ୍ପର ରହିଥିବାବେଳେ ଏ
ନୂଆଦିଲ୍ଲୀ:ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ସାଇସ୍ପଜେଟ B737-700 ବିମାନ ଏୟାରପୋର୍ଟରେ ଟ୍ୟାକ୍ସିଂ କରୁଥିବା ବେଳେ ଅନ୍ୟ ଏକ ଆକାସା ଏୟାର ବିମାନକୁ ରନୱେରେ ଧକ୍କା ଦେଇଥ
ନୂଆଦିଲ୍ଲୀ: ଚେନ୍ନଇ ସୁପର କିଙ୍ଗ୍ସର ଭେଟରାନ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନି ଗୁରୁବାର ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏହି ନିଷ୍ପତ୍ତି ତାଙ୍କର ଆଇପିଏଲ -୨୦୨୬ ପରବର୍ତ୍ତୀ ମ୍ୟାଚ ପାଇ
ନୂଆଦିଲ୍ଲୀ : ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଲୋକସଭାରେ ୩ ଗୁରୁତ୍ଵପୂର୍ଣ୍ଣ ବିଲ୍ ଆଗତ ହେବାପରେ ମହିଳା ସଂରକ୍ଷଣ ଓ ଡିଲିମିଟେସନ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି। ସେ କହିଛନ୍
ଭୁବନେଶ୍ଵର: ଓଡିଶା ସାଂସଦଙ୍କୁ ନବୀନଙ୍କ ଚିଠି। ରାଜ୍ୟର ସବୁ ସାଂସଦ ମାନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ନବୀନ ଚିଠି ଲେଖିଛନ୍ତି। ଚିଠିରେ ରାଜନୈତିକ ପ୍
ବ୍ରହ୍ମପୁର:ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀରୁ ସୁଧୀର ପାତ୍ର ନାମକ ଜଣେ ପ୍ଲଟ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ତାଙ୍କୁ ଡୁରା ଗ୍ରାମ ପଞ୍ଚାୟତ ନିକଟସ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ନେଇ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାପ
ନୂଆପଡା: ରାଜ୍ୟ ସରକାର ୨୩ଟି ଜିଲ୍ଲାରେ ନୂତନ ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏହି କ୍ରମରେ ନୂଆପଡ଼ା ଜିଲ୍ଲାରେ ଇ.ହୋମ୍ ସିଂ ମାଝିଙ୍କୁ ନୂଆପଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ପ
ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦିବଂଗତ ଗାୟିକା ଆଶା ଭୋଁସଲେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସମଗ୍ର ଗୃହ ଦୁଇ ମିନିଟ୍ ନୀରବ ପାଳନ କରି
କଟକ: କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁରୀର ଏକ ହୋଟେଲରେ କଲେଜ ଛାତ୍ରୀଙ୍କୁ ନିଶା ଦେଇ ୪ ଜଣ ସାଙ୍ଗ ଦୁଷ୍କର୍ମ କରିଥିବା ଜଣାପଡିଛି। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ୍ ଏ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ନାସିକ ଧର୍ମ ପରିବର୍ତ୍ତନ ମାମଲାରେ ଫସିଥିବା କମ୍ପାନୀ ଏକ ବଡ଼ ନିଷ୍ପତ୍ତି ନେଇଛି। ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଏହାର ନାସିକ ୟୁନିଟର ସମସ୍ତ ୧୫୦ କର୍ମଚାରୀଙ୍କୁ ଘରୁ ରହି କ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ମନ୍ତ୍ରଣାଳୟମ ଡିଭିଜନର ଚିକ୍କାମାଗାଲୁରୁ ନିକଟରେ ଏକ ବୋଲେରୋ ଗାଡ଼ି ସହ ଏକ ଲରି ଗାଡି ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୮ ଜଣଙ୍କର ମ
ଟିଟିଲାଗଡ଼: ଟିଟିଲାଗଡ଼ କେସିଙ୍ଗା ରାସ୍ତା ଭାଲୁଡୁଙ୍ଗରି ନିକଟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ଘଣ୍ଟବାହାଲି ଗାଁର ଘାଟନି ଛତର (୫୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଘାଟନି ଛତର ନି
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବୁଧବାର ଶେଷ ହୋଇଛି। ମୋଟ ୮୪୪୮ ଅଧ୍ୟାପକ ଅଧ୍ୟାପିକା ୧୫୧ ପରୀକ୍ଷା କେନ୍ଦ୍ରରେ ଖାତା ଦେଖିଥିଲେ। ଆସନ୍ତା ୧୭ରୁ
ରାଉରକେଲା: ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ଘଟିଛି। ଏହି ସଂଘର୍ଷରେ ୨୦୫ କୋବ୍ରା ବାଟାଲିୟନର ଇନ୍ସପେକ୍ଟର ସତ୍ୟ ପ୍ରକାଶଙ୍କ ସହ ୫ ଯବାନ ଗୁରୁତର
ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଷଷ୍ଠ ଥର ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସି ପି ରାଧାକ୍ରିଷ୍ଣନ ଗୃହ କାର୍ଯ୍ୟ ପରିଚାଳନା ପାଇଁ ଡ. ପାତ୍ରଙ୍କ ସମେତ ସ
ଭୁବନେଶ୍ୱର; ତତଲାଗଡ଼ ପାଲଟିଛି ଟିଟିଲାଗଡ଼। ମଙ୍ଗଳବାର ସେଠାରେ ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ଟପିଥିବା ବେଳେ ବୁଧବାର ୪୨ଡିଗ୍ରୀ ପାରଦ ଛୁଇଁଛି। ଭବାନୀପାଟଣାରେ ଦିନ ତାପମାତ୍ରା ୪୧.୮ଡିଗ୍ରୀ ରହିଛି। ବଲାଙ୍ଗିର, ହୀର
ନୂଆଦିଲ୍ଲୀ: ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଲୋକସଭାର ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବା ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହେବ। ଏହାସହିତ ୨୦୧
ଭୁବନେଶ୍ୱର: ଡିଜିଟାଲରେ ସ୍ବ-ଜନଗଣନା ସରିଛି। ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ଘର ଘର ବୁଲି ଜନଗଣନା କରାଯିବ। ଏଥିପାଇଁ ଜନଗଣନା ଅଧିକାରୀ, ସୁପରଭାଇଜରଙ୍କୁ ସମସ୍ତ ଉପକରଣ ଯୋଗାଇ ଦିଆଯାଇଛି ବୋଲି ଆଞ୍ଚଳିକ ଜନଗଣନା ନିର୍ଦେଶକ ନ
ଭୁବନେଶ୍ଵର:ତ୍ରୈଲୋକ୍ୟନାଥ ଖୁଣ୍ଟିଆ ଏବଂ କଲ୍ୟାଣ କୁମାର ରଥ ଓଡିଶା ୟୁନିଫର୍ମଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନର ସଦସ୍ୟ ନିଯୁକ୍ତ ହେଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ଶ୍
ବେଙ୍ଗାଲୁର: ଜିତିଲା ବେଙ୍ଗାଲୁରୁ । ଲକ୍ଷ୍ନୌକୁ ୫ ସ୍ବିକେଟରେ ହରାଇଲା ଆରସିବି। ୧୪୯ ରନର ବିଜୟ ଲକ୍ଷ୍ୟକୁ ୧୫ ଓଭର ୧ ବଲରେ ଜିତି ନେଇଛି ବେଙ୍ଗାଲୁରୁ । ବିରାଟ କୋହଲି ୪୯ ରନର ପାଳି ଖେଳିଥିବାବେଳେ ଓ୍ବିକେଟ କିପର ବ୍ୟାଟ୍
କୋଣାର୍କ:ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଏକ ଉଚ୍ଚ ବିଦ୍ୟାଳୟର ନାବାଳିକା ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଜଣେ ନାବାଳକ ଛାତ୍ର କୋଣାର୍କ ହେଲିପ୍ଯାଡ ପଡିଆକୁ ଡାକି ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଛି
ଭୁବନେଶ୍ଵର:ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସ୍ଥିତ ରୁବିଡିସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟର ସ୍କୁଲ ଗେଟ ପଡିଯିବାରୁ ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କର
ଭୁବନେଶ୍ଵର:ଦିନରେ ଗରମ, ସନ୍ଧ୍ୟାରେ ବର୍ଷା । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଏଥିପାଇଁ ଉଭୟ ଉପକୂଳ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୪ ଘଣ
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ବଡ଼ ଦାବି କରିଛନ୍ତି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ୟକ୍ତିଗତ ଭାବେ ନିଶ୍ଚିତ କରିଛନ୍ତି ଯେ ବେଜିଂ କୌଣସି ପ୍ରକାରର ଯୁଦ୍ଧାସ୍ତ୍ର ଇରାନକୁ ପଠାଇବ ନାହିଁ।
ଭୁବନେଶ୍ଵର:ନୂଆ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଦ୍ୱାରା ଓଡ଼ିଶାର ରାଜନୈତିକ ପ୍ରଭାବ ୧୫% ହ୍ରାସ ପାଇବାର ଆଶଙ୍କା ରହିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ଏ ନେଇ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ନ
ଭୁବନେଶ୍ଵର:ପାକିସ୍ତାନୀ ଏଜେଷ୍ଟ ତଥ୍ୟ ଲିକ୍ ଘଟଣାରେ ୭ ଦୋଷୀ ସାବ୍ୟସ୍ତ। ଓଟିପି ସେୟାରିଂ ମାମଲାରେ ୭ଜଣ ଦୋଷୀ ସାବ୍ୟସ୍ତ। ୩ ବର୍ଷ ଲେଖାଏଁ ଜେଲ ଦଣ୍ତାଦେଶ ଶୁଣାଇଲେ ଭୁବନେଶ୍ଵର SDJM କୋର୍ଟ। ୫୬ଟି ଦସ୍ତାବିଜ ଓ ୧୧ଟି ସାକ୍ଷ୍ୟ
ବେଙ୍ଗାଲୁରୁ:ଚଳିତ ଆଇପିଏଲ୍ର ୨୩ତମ ଲିଗ୍ ମ୍ୟାଚରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡ୍ରେ ଲକ୍ଷ୍ନୌକୁ ଭେଟିବ । ଘରୋଇ ଗ୍ରାଉଣ୍ଡ୍ରେ ଆଧିପତ୍ୟ ଜାରି ରଖିବା ପାଇଁ ବେଙ୍ଗାଲୁରୁ ପ୍ରସ୍ତୁତ ରହି
ଗଜପତି:ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ରୁବୁଡିସିଂ ଉଚ୍ଚ ପ୍ରାଥମିକ ସ୍କୁଲ୍ରେ ବୁଧବାର ଘଟିଛି ବଡ଼ ଅଘଟଣ। ସ୍କୁଲର ଗେଟ୍ ଭୁଶୁଡ଼ି ପଡ଼ିବାରୁ ୨ ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ଚତୁର୍ଥ ଶ୍ରେଣୀ ଛା୍ତ୍ରୀ ହୋଇଥିବା
ସମାଜ ଲାଇଭ ଡେସ୍କ : ଆସାମ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ହିମାନତା ବିଶ୍ୱ ଶର୍ମା। ବୁଧବାର ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛ
ଭୁବନେଶ୍ଵର: ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା। ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଜଗା ଦର୍ଶନ ଆରମ୍ଭ ହେବ। ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ମହାପ୍ରଭୁଙ୍କ ଦର୍ଶ
ଭୁବନେଶ୍ଵର: ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଛି। ମହ
ଭୁବନେଶ୍ଵର : ବଂଶୀ ବଜାଇଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ପକ୍ଷ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିବା ଲୋକକଳ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଶକ୍ତ ଧକ୍କା । ଆସାମରେ ଦାୟର ହୋଇଥିବା ଏକ ଏଫଆଇଆର ମାମଲାରେ କଂଗ୍ରେସ ନେତା ପଓ୍ବନ ଖେଡାଙ୍କୁ ଦିଆଯାଇଥିବା ଗୋଟିଏ ସପ୍ତାହର ଆଗୁଆ ଜାମିନ ଉପରେ ସୁପ୍ରିମକୋର୍ଟ ସ୍ଥଗିତ
ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟ୍ ଧରି ଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ପଶ୍ଚିମ ଏସିଆ ସଙ୍କ
ପାଟନା: ଆଜିଠୁ ବିହାରରେ ସମ୍ରାଟ ଶାସନ। ଆଜି ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ। ରାଜ୍ୟପାଳ ସୟଦ ଅତା ହସ୍ନୈନ୍ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି। ସମ୍ରାଟଙ୍କ ସହ ଜେଡୁୟୁର
ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା । ବିହାରକୁ ମିଳିବ ୨୪ତମ ମୁଖ୍ୟମନ୍ତ୍ରୀ । ରାଜନୈତିକ ଇତିହାସରେ ଏହା ପ୍ରଥମ ଥର ଯେ ଜଣେ ବିଜେପି ନେତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଏ ନେଇ ଲୋକଭବନରେ ଏକ ସମାରୋହର ଆୟୋଜନ କରାଯାଇଛି
ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବଡବନ୍ଧଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟଜ
ନୂଆଦିଲ୍ଲୀ: ପଞ୍ଜାବର ଫତେଗଡ଼ ସାହିବରେ ତୀର୍ଥଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ କିଛି ଶିଶୁ ଏବଂ ମହି
ଗୁଆହାଟୀ : ଆସାମ ବିଧାନସଭା ନିର୍ବାଚନରେ ଏଜେପି (ଆସାମ ଜାତୀୟ ପରିଷଦ) ପ୍ରାର୍ଥୀ କୁନ୍କି ଚୌଧୁରୀ ଗୁଆହାଟୀ ସେଣ୍ଟ୍ରାଲ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କୁନ୍କି ଚଳିତ ନିର୍ବାଚନରେ ସର୍ବକନିଷ୍ଠ ପ୍ରାର୍ଥୀଭାବେ
ୱାଶିଂଟନ/ନୂଆଦିଲ୍ଲୀ : ଆମେରିକା-ଇରାନ ଯୁଦ୍ଧ ବନ୍ଦ ସହ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ମଧ୍ୟସ୍ଥତା ଲୋଡ଼ିଛି ଆମେରିକା। ଭାରତ ଏଥିରେ ମଧ୍ୟସ୍ଥତା କଲେ ଟ୍ରମ୍ପ ପ୍ରଶାସନ ଏହାକୁ ସ୍ବାଗତ କରିବ ବୋଲି କହିଛି। ଆମେରିକା-ଇରାନ
ସିମୁଳିଆ : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମିଳି
ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଚଳିତ ମାସ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ମାର୍କସିଟ୍ ପାଇବ
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଅଗ୍ନି ବର୍ଷୁଛି। ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ମଙ୍ଗଳବାର ରାଜ୍ୟର ଦିନ ତାପମାତ୍ରା ଟିଟିଲାଗଡ଼ରେ ୪୧.୭ ଡିଗ୍ରୀ ଛୁଇଁଛି। ସମ୍ବଲପୁର ଓ ହୀରାକୁଦରେ ପାରଦ ୪୧.୫ ଡିଗ୍ରୀ ରହିଛ
ନୂଆଦିଲ୍ଲୀ : ରୋହିଙ୍ଗ୍ୟା ଶରଣାର୍ଥୀ ଓ ବାଂଲାଦେଶ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଆଣ୍ଡାମାନ ସାଗରରେ ବୁଡ଼ି ଯିବାରୁ ୨୫୦ ଜଣ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାଟି ଦକ୍ଷିଣ ବାଂଲାଦେଶର ଟେକନାଫ୍ରୁ ମାଲେସିଆ ଅଭିମୁଖେ ଯା
ପାଟନା: ଜେଡିୟୁ ସଭାପତି ନୀତୀଶ କୁମାର ଗତକାଲି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନୀତୀଶଙ୍କ ଇସ୍ତଫା ପରେ ଅନୁଷ୍ଠିତ ଏନ୍ଡିଏ ବିଧାୟକ ଦଳ ବୈଠକରେ ବିଜେପି ନେତା ସମ୍ରାଟ ଚୌଧୁରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁ
ପୁରୀ: ବୈଶାଖ ମାସ କୃଷ୍ଣପକ୍ଷ ତ୍ରୟୋଦଶ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ
କଟକ:କଟକ ଜିଆରପି ପୁଲିସକୁ ବଡ ସଫଳତା।ମଙ୍ଗଳବାର କଟକ ରେଲୱେ ଷ୍ଟେସନରୁ ୫୮ ଜଣ ନାବାଳକ ଉଦ୍ଧାର କରିଛି କଟକ ଜି ଆର ପି ପୁଲିସ।ସମସ୍ତ ନାବାଳକ ଙ୍କୁ ପୁଲିସ ଉଦ୍ଧାର କରି ଶିଶୁ କଲ୍ୟାଣ କମିଟି କୁ ପଠାଇ ଦିଆଯାଇଛି।
ସିମୁଳିଆ:ଜାତୀୟ ରାଜପଥରେ ଟ୍ରକ ପଛପଟକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ଗାଡି ଚାଳକ ସମେତ ୩ ଯାତ୍ରୀ ଆହତ l ସୂଚନାଯୋଗ୍ୟ, ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ଗଳା ପୋଲ ଉପରେ ପୁରୀ ଟାଟା ଶା
ସମ୍ବଲପୁର: ଜୟ ଶ୍ରୀରାମ ସ୍ୱରରେ ପ୍ରକମ୍ପିତ ହେଲା ସମ୍ବଲପୁର ସହର। ଛୋଟରୁ ବଡ଼ ସମସ୍ତେ ହାତରେ ଝଣ୍ଡା ଧରି ଜୟ ହନୁମାନ ନାରା ଦେଲେ। ହନୁମାନ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ
ମାଲକାନଗିରି:ଛେଳି ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼।ଯୁବକ ଜଣକ ଗୁରୁତର ଅବସ୍ଥାରେ ଅଚେତ ହୋଇ ପଡି ରହିଥିବା ବେଳେ ଯୁବକଙ୍କୁ ପୁଲିସ ଉଦ୍ଧାର କରି କାଲିମେଳା ମେଡିକାଲକୁ ପଠେଇଛି । ଏଭଳି ଅଭାବନୀୟ ଘଟଣା ମାଲକାନଗିରି
ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ଗ୍ରେଡର ନୋଏଡ଼ା ହିଂସା ବଢିବାରେ ଲାଗିଛି । ଶ୍ରମିକ ଆନ୍ଦୋଳନକୁ ନେଇ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ହିଂସାକାଣ୍ଡ ପଛରେ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦେହ କରୁଛି ୟୁପି ପୁଲିସ୍। ଏନେଇ ତଦନ୍ତ
ବିହାର:ବିହାରରେ ଏକ ନୂଆ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି । ରାଜ୍ୟକୁ ଏହାର ନୂଆ ମୁଖ୍ୟମନ୍ତ୍ରୀ ମିଳିବାକୁ ଯାଉଛି । ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି । ସମ୍ରାଟ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ହେବେ । ସେ ରାଜନ
ବଲାଙ୍ଗୀର – ସୋନପୁର ରାସ୍ତାର ଟୋଲଗେଟ୍ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ- ବାଇକ୍ ଧକ୍କା ହୋଇ ଚାଲିଗଲା ବାପା ପୁଅଙ୍କ ଜୀବନ। ଗୁରୁତର ହୋଇଛନ୍ତି ମାଆ। ବାଇକରେ ଯାଉଥିବା ବେଳେ ବାପା ଓ ଦେଢ ବର୍ଷର
ଛତିଶଗଡ଼ : ଛତିଶଗଡ଼ର ଏକ ପାୱାର ପ୍ଲାଣ୍ଟରେ ମଙ୍ଗଳବାର ବିସ୍ଫୋରଣ ଘଟି ବଡ ଅଘଟଣ ଘଟିଛି। ଏଥିରେ ଏଯାଏଁ ୯ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଏହାସହ ୧୫ ଜଣ ଆହତ ହୋଇଛନ୍ତି। ଶକ୍ତି ଜିଲାରେ ଥିବା ଏକ ଘରୋଇ କମ୍ପାନୀ ପାୱା
ନୂଆଦିଲ୍ଳୀ:ନାରୀଶକ୍ତିକୁ ମିଳିବ ବଡ଼ ସୁଯୋଗ। ଏହି ବିଲ୍ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ୩୩% ମହିଳା ସଂରକ୍ଷଣ (ନାରୀଶକ୍ତି ବନ୍ଦନ ଅଧିନିୟମ) ର କାର୍ଯ୍ୟକାରିତା । ଆସନ ସଂଖ୍ୟା ବଢ଼ିବା ଦ୍ୱାରା ବର୍ତ୍ତମାନର ସାଂସଦ
ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ଦୁନିଆରେ ବର୍ତ୍ତମାନ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଗୁଗଲ୍ ପେ ଏକ ଫିଚର ଆରମ୍ଭ କରିଛି ଯାହା ବର୍ତ୍ତମାନ ବ୍ୟବହାରକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ବିନା ମଧ୍ୟ ୟୁପିଆଇ ପେମେଣ୍ଟ କର
ଚେନ୍ନାଇ:ଚଳିତ ଆଇପିଏଲ୍ର ୨୨ତମ ଲିଗ୍ ମ୍ୟାଚରେ ଆଜି ଚେନ୍ନାଇ ସୁପର କିଙ୍ଗକୁ ଭେଟିବ କୋଲକତା ନାଇଟ ରାଇଡର୍ସ। ୫ଥର ଚାମ୍ପିଅନ୍ ଚେନ୍ନାଇ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । ଉଭୟଙ୍କ ପଏଣ୍ଟ ତାଲିକାର ଅନ୍ତିମ୨ ସ୍ଥାନର
ବେଜିଂ:ହର୍ମୁଜ ପ୍ରଣାଳୀରେ ବଢୁଛି ଯୁଦ୍ଧ ଆଶଙ୍କା । ଇରାନ ଉପରେ ଆମେରିକାର ନୌସେନା ଅବରୋଧ ବିଶ୍ୱ ରାଜନୀତିକୁ ଏକ ବିପଜ୍ଜନକ ମୋଡ଼କୁ ନେଇ ଆସିଛି । ବିଶେଷ କରି ଚୀନ୍ ଏହି ଅବରୋଧକୁ ଖୋଲାଖୋଲି ବିରୋଧ କରିବା ପରେ ଆମେରିକା ଓ ଚୀ
ଅଷ୍ଟ୍ରେଲିଆ:ଅଷ୍ଟ୍ରେଲିଆ ନିଜର ୧୨୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ସେନା ମୁଖ୍ୟ ଭାବେ ନିଯୁକ୍ତି କରିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ସୁସାନ କୟଲ ଚଳିତ ବର୍ଷ ଜୁଲାଇରେ ଦେଶର ସେନା ମୁଖ୍ୟ ଭାବେ ଦ
ନିମାପଡା : ନିମାପଡା ଗୋଲେଇ ଛକରେ ମଙ୍ଗଳବାର ଘଟିଛି ସଡକ ଦୁର୍ଘଟଣା। ବାଇକକୁ ପିଟିଲା କ୍ଷୀର ବୋଝେଇ ଟ୍ୟାଙ୍କର। ବାଇକରେ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ସରବାପଡା ଅଞ୍ଚଳର କାଳିନ୍ଦ
ଢେଙ୍କାନାଳ : ବିଛା ଯାଇଥିବା ବୋମା ଖାଇଦେଲା ମାଈ ହାତୀ। ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ। ଏକ ପୋଖରୀରେ ପଶି ରହି ମାଈ ହାତୀ ଗର୍ଜନ କରୁଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବୋମା ଖାଇଦେଇଛି ହାତୀ। ଷଡଙ୍ଗୀ ରେଜ ଲତାଦେଇପୁର
ସମାଜ ଲାଇଭ ଡେସ୍କ : କେନ୍ଦ୍ର ସରକାର ଲୋକସଭାର ସଦସ୍ୟ ସଂଖ୍ୟା ୫୪୩ ରୁ ୮୫୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ନୂତନ ସୀମା ନିର୍ଦ୍ଧାରଣ ସହ ଦୀର୍ଘଦିନ ଧରି ଆଲୋଚନା ହେଉଥିବା ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କର
ଆଠଗଡ : ଶୋଷ ମେଣ୍ଟାଇବାକୁ ୩କିମି ଦୂରରୁ ବାଇକ ଓ ସାଇକେଲରେ ବୁହାଯାଉଛି ପାଣି। କୌଣସି ଉପାନ୍ତ ଅଂଚଳ ନୁହେଁ କଟକ ଜିଲ୍ଲା ଆଠଗଡ଼ ଅଂଚଳରେ ଦେଖିବାକୁ ମିଳିଛି ଏହି ସରକାରୀ ଦାୟିତ୍ୱହୀନତା କାର୍ଯ୍ୟ। କଟକ ଜିଲ୍ଲା ଆଠଗଡ ସହର ନି
ପାଟନା : ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ। ବିହାରରେ ସରିଲା ନୀତିଶ ରାଜ୍। ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଦେଲେ ଇସ୍ତଫା। ବିହାରରେ ବିଜେପିର ନୂଆ ଆରମ୍ଭ।
ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି। ଏହି ଏକ୍ସପ୍ରେସୱେ ଖୋଲିବା ପରେ, ଦିଲ୍ଲୀରୁ ଡେରାଡୁନ୍ ଯାତ୍ରା କେବଳ ଅଢ଼
ପାଟନା : ବିହାର ରାଜନୀତିରେ ମଙ୍ଗଳବାର ଏକ ଐତିହାସିକ ଯୁଗର ଅବସାନ ଘଟିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନୀତିଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି କେବଳ ବି
ଖଇରା : ଜନବସତି କୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ହରିଣ କୁ ବନବିଭାଗ ଉଦ୍ଧାର କରିଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ କୁପାରୀ ପଞ୍ଚାୟତ କଵର ଗାଁକୁ ଶାରିଶୁଆ ପାହାଡ଼ରୁ ହରିଣଟି ଖାଦ୍ୟ ଅନ୍ୱେଷଣରେ ପଳାଇ ଆସିଥିଲା। ହରିଣ କୁ ବୁ
ଯାଜପୁର : ବହୁ ପ୍ରସିଦ୍ଧ ସିଂହାପୁର ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ସିଂହାପୁର ଠାରେ ବର୍ଷ ସାରା ଜଳ ଶୟନରେ ଥିବା ନାରାୟଣ ଗୋସାଇଁ ଜଳରୁ ବାହାରି ପାଞ୍ଚ ଦିନ ଧରି ଶ୍ରଦ୍ଧାଳୁ ମାନଙ୍କୁ ଦର୍
ନୂଆଦିଲ୍ଲୀ: ଉଗାଣ୍ଡାର ପ୍ରତିରକ୍ଷା ବାହିନୀର ମୁଖ୍ୟ ଜେନେରାଲ ମୁହୋଜି କାନରୁଗାବା ପୁଣି ଥରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି। ତାଙ୍କର ଅଦ୍ଭୁତ ବୟାନ ପାଇଁ ଜଣାଶୁଣା ଜେନେରାଲ ମୁହୋଜି ଏଥର ତୁର୍କୀକୁ ଟାର୍ଗେଟ
ରାଜନଗର : ଓଡ଼ିଆ ନବବର୍ଷ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବରଗାଁ ମା’ ମାଟିଆ ମଙ୍ଗଳା ପୀଠ ଚଳଚଞ୍ଚଳ ହୋଇ ଉଠିଛି। ସକାଳ ୩ଟା ଠାରୁ ମା’ଙ୍କ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କର ଭିଡ଼ ପରିଲିକ୍ଷିତ ହୋ
ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ଓ ପବିତ୍ର ଦିନ ବୋଲି ମାନ୍ୟତା ରହିଛି। ପ୍ରତ୍ୟେକ ବର୍ଷ ଏହା ବୈଶାଖ ମାସ ଶୁକ୍ଳପକ୍ଷ ତିଥିରେ ପାଳନ କରାଯାଏ। ଏହି ଦିନରେ ବିନା କୌଣସି ମୁହୂର୍ତ୍ତରେ ପ୍ରତ୍ୟେକ ଶୁଭ କାର୍ଯ୍ୟ କର
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମପିଭି ୩୬ ଗାଁରେ ଅଘଟଣ। ଖଜୁରି ଗଛରେ ଚଢି ପୂଜା କରିବା ବେଳେ ୨୦ ଫୁଟ ତଳକୁ ଖସି ପଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଗଦୀଶ ସା
