ଏହି ଖବର କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ
ହାଥରସ୍ : ଉତ୍ତର ପ୍ରଦେଶ ର ହାଥରସ୍ ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସଦାବାଦ ଥାନା ଅଞ୍ଚଳର ଯମୁନା ଏକ୍ସପ୍ରେସୱେ ପୁଣି ଜୀବନ ନେଇଛି। ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୧୪୧ ନିକଟରେ ଘଟିଥିବା ଏହି
ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଲମୁଣ୍ଡାରେ ସଶସ୍ତ୍ର ଡକାୟତି । ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ମାଡମାରି ଦୁର୍ବୃତ୍ତ ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ଓ ପ୍ରାୟ ୭ ଲକ୍ଷ ଟଙ୍କା। ସ୍ୱାମୀ ଓ ସ୍ତ୍ରୀ ଆ
ନୂଆଦିଲ୍ଲୀ/ମୁମ୍ବାଇ : ଇରାନ ର କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ଯୋଗୁ ଆବୁଧାବିରେ ଫସି ରହିଥିବା ଶହ ଶହ ଭାରତୀୟ ଯାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ମଙ୍ଗଳବାର ଆବୁଧାବିରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ
କୁଳିଅଣା: ଆଜି ସକାଳେ କୁଳିଅଣା ଥାନା ଅନ୍ତର୍ଗତ ଦିଗାରିଅ ସ୍ତିଆ ଗ୍ରାମର ଜଣେ ବୃଦ୍ଧ ବୁଢାବଳଙ୍ଗ ନଦୀ କୂଳକୁ ଶୌଚ ହେବାପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି l ମୃତକ ହେଉଛନ୍ତି ବିଲୁ ଗିରି(୬୦) l ଏହାର ପ
ରାୟଗଡ଼ା: ମଙ୍ଗଳ ବିଭାଗ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗୀ
ସୁନ୍ଦରଗଡ଼/ବିଶ୍ରା: (ଦେବ କୁମାର ଦେ) ବିଶ୍ରା ବ୍ଲକ ଅଧିନସ୍ଥ ମୋନକୋ ପଞ୍ଚାୟତର ଅତି ନକ୍ସଲ ପ୍ରଭାବିତ ଚିରୁବେଡ଼ା ଅଞ୍ଚଳର ଗ୍ରାମବାସୀଙ୍କୁ ଆଜି ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା ମିଳି ପାରିନାହିଁ। ସ୍ୱାଧୀନତାର ଦ
କଟକ: ୭ ବର୍ଷରୁ ଅଧିକ ସମୟ ଧରି ବିନା ଅନୁମତିରେ କାର୍ଯ୍ୟକ୍ଷେତ୍ରରୁ ଅନୁପସ୍ଥିତି ପାଇଁ ଜଣେ ଶିକ୍ଷୟିତ୍ରୀ ଙ୍କ ବିରୋଧରେ ଜାରି ଚାକିରିରୁ ବହିଷ୍କାର ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି। ହାଇକୋର୍ଟଙ୍କ ରାୟରେ ଉ
ହିମାଚଳପ୍ରଦେଶର ଶିମଳା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଓଶିନ୍ ଶର୍ମା ସାମାଜିକ ଗଣମାଧ୍ୟମରେ ଯେତିକି ସକ୍ରିୟ ସେତିକି ଚର୍ଚ୍ଚିତ। ୨୦୨୦ ବ୍ୟାଚ୍ର ହିମାଚଳପ୍ରଦେଶ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ସେ ସରକାରୀ ଅଫିସର ଭାବ
କଟକ: ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ବିଭିନ୍ନ ରାଜ୍ୟରେ ଇରାନ୍ ସମର୍ଥକ ଥିବା ମୌଳବାଦୀ ପ୍ରଚାରକମାନେ ଉତ୍ତେଜନା ସୃଷ୍ଟି କଲା ଭଳି ବାର୍ତ୍ତା ଦେଉଛନ୍ତି। ଏହାଦ୍ବାରା ଆଇନଶୃଙ୍ଖଳା ସ୍ଥିତି ରାଜ୍ୟରେ ସୃଷ୍ଟି ହେବାର ଆଶଙ୍କ
ଭୁବନେଶ୍ୱର: ମହାନଦୀ ରାଜନୀତି ଥମିବା ନାଁ ଧରୁନି। ଓଡ଼ିଶାରେ ମହାନଦୀ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ମହାନଦୀ ଟ୍ରିବ୍ୟୁନାଲ୍ ପରିବାର ସହ ଓଡ଼ିଶା ଗସ୍ତକୁ ଦୃଢ଼ ବିରୋଧ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ଏହା ବିରୋଧରେ
ରନ୍ୱେ ଉପରେ ବିମାନ ଅବତରଣ କରିବା ନିଶ୍ଚିତ ଭାବେ ଏକ କଠିନ କାର୍ଯ୍ୟ। ତା’ ହେଲେ ଗୋଟିଏ ଚଳନ୍ତା ଟ୍ରେନ୍ ଡବା ଉପରେ ବିମାନଟିଏ ଅବତରଣ କରିବା କେତେ କଠିନ ହୋଇଥିବ ଭାବି ଦେଖନ୍ତୁ! ଅସମ୍ଭବ ମନେ ହେଉଥିବା ଏହି ଦୁଃସାଧ୍ୟ କାର୍
ବିମାନରେ ଚନ୍ଦ୍ରଶେଖର, ପାଲିଙ୍କିରେ ଗୋପୀନାଥ ବାଲିପାଟଣା: ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଫଗୁ ଦଶମୀରୁ ପଞ୍ଚୁଦୋଳ ଭୋଗଖିଆ ଓ ଯାତ୍ରା ଆରମ୍ଭ ହୋଇଯାଏ। ବିଭିନ୍ନ ଗ୍ରାମର ଆରାଧ୍ୟ୍ୟ ଦେବତା ସୁସଜ୍ଜିତ ବିମାନରେ ବିଜେ ହୋଇ ଘରଘର
ଭୁବନେଶ୍ୱର: ରାଜ୍ୟରେ ମହିଳା କର୍କଟ ସମ୍ପୂର୍ଣ୍ଣ ନିରାକରଣ ଏବଂ ସଚେତନତା ସୃଷ୍ଟି ଦିଗରେ ‘କ୍ରିୟା ଫାଉଣ୍ଡେସନ’, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଶି
ଭୁବନେଶ୍ବର/ ମେଣ୍ଢାଶାଳ: ଏକ ମଦଦୋକାନ ନିକଟରେ ଥିବା ଭେରାଇଟି ଷ୍ଟୋର୍ରେ ବେଆଇନ ମଦବିକ୍ରି ଅଭିଯୋଗ ଆଧାରରେ ଚଢ଼ଉ ସମୟରେ ପୁଲିସକୁ ଦୁଇଭାଇ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିଛନ୍ତି। ଏହି ଘଟଣାରେ ପୁଲିସ ଦୁଇଭାଇ ଓ ସେମାନଙ୍
ଭାରତ ର ସାର୍ବଭୌମତ୍ବ ଓ ସୀମାକୁ ସୁରକ୍ଷା ଦେବାରେ ସଶସ୍ତ୍ର ବାହିନୀଗୁଡ଼ିକର ସାହସିକତା ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ପ୍ରତି ବର୍ଷ ମାର୍ଚ୍ଚ ୩ରେ ଜାତୀୟ ପ୍ରତିରକ୍ଷା ଦିବସ ପାଳନ କରାଯାଏ। ୧୯୩୩ ମସିହାରେ ପ୍ର
ଭୁବନେଶ୍ୱର: ଚଳିତ ମାସରୁ ଆରମ୍ଭ ହୋଇଯାଇଛି ସ୍ବଚ୍ଛ ଭାରତ ସର୍ବେକ୍ଷଣ। ଗତବର୍ଷ ସ୍ବଚ୍ଛତାରେ ଭୁବନେଶ୍ବର ସାରା ଦେଶରେ ୮ ନମ୍ବରରେ ରହିଥିଲା। ଏଣୁ ଚଳିତବର୍ଷ ୧ ନମ୍ବର ହେବାକୁ ପ୍ରତିଯୋଗିତା ଆରମ୍ଭ କରିଦେଇଛି। ରାଜଧାନୀ
ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ହେଲେ ଗୋଟିଏ ବି ଦିନ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। ଜଣେ କି ଦୁଇ ଜଣ ନୁହଁନ୍ତି, ବରଂ ଭୁବନେଶ୍
ଭୁବନେଶ୍ୱର: ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍ ଟେକ୍ନୋଲୋଜି ପରିସରରେ ‘ଟାଇ ଡିପ୍ସ୍ପେୟାର ଆଣ୍ଡ୍ ଓପନ୍ ମିକ୍-କନେକ୍ଟ’ ଅନୁଷ୍ଠିତ ହୋଇଯାଇଛି। ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଆୟସକାନ୍ତ ମହାନ୍ତି ସ୍ୱାଗ
କଟକ: ଯକ୍ଷ୍ମା ରୋଗରେ ଆକ୍ରାନ୍ତ ରୋଗୀଙ୍କ ଛାତିରେ ଅପରେସନ୍ ଆବଶ୍ୟକ ଥିଲେ କାର୍ଡିଓଥୋରାସିକ୍ ଏବଂ ଭାସକୁଲାର୍ ସର୍ଜରି ବିଭାଗ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ସେମାନଙ୍କୁ ଛାତି ରୋଗ ବିଭାଗରୁ ଏହି ବିଭାଗକୁ ସ୍ଥା
କଟକ: ପଶ୍ଚିମବଙ୍ଗରୁ ଶିଶୁଭବନକୁ ଆସିଥିବା ଜଣେ ଶିଶୁକନ୍ୟାର ଶ୍ବାସନଳୀରୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଚକୋଲେଟ୍ ଜରି କଢ଼ାଯାଇଛି। ଏକ ମାସ ଧରି ଶ୍ବାସନଳୀରେ ଫସିରହିଥିବା ଏହି ଜରି ପଶ୍ଚିମବଙ୍ଗରେ ଡାକ୍ତରୀ ଟିମ୍ ଦ
ଯାଜପୁର/ଚଢ଼େଇଧରା: ରବିବାର ରାତିରେ ଜେନାପୁର ଥାନା ବାଟିଯୋଡ଼ାସ୍ଥିତ ‘ନାୟକ ବାର୍ ଆଣ୍ଡ୍ ରେସ୍ତୋରାଁ’ରେ ଲୋକମାନେ ଭଙ୍ଗାରୁଜା ସହ ବାର୍ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଓ ସେହି ପରିସରରେ ଥିବା ଗାଡ଼ିଗୁଡ଼ିକୁ ନିଆ
ଅନୁଗୁଳ: ଅନୁଗୁଳରୁ ଆଠଗଡ଼ ଦେଇ କୃଷ୍ଣଶ୍ୟାମପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୬୫୫ର ପ୍ରଶସ୍ତୀକରଣ କରାଯିବ। ଏହାକୁ ସରକାରଙ୍କ ଅନୁମୋଦନ ମିଳିବା ପରେ ଡିପିଆର୍ ପ୍ରସ୍ତୁତ ହୋଇଛି। ପ୍ରାୟ ୮୫କିମିର ଏହି ରାସ୍ତାକୁ ଦୁଇ ଥାକ
ଭୁବନେଶ୍ବର: ମଙ୍ଗଳବାର ଦୋଳପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି। ଏହା ଓଡ଼ିଶା ତଥା ଭାରତକୁ ଆଂଶିକ ଦୃଶ୍ୟ ହେବ। ଆଂଶିକ ଗ୍ରହଣ ଆରମ୍ଭ ଦିବା ୩ଟା ୨୦ରେ ଓ ସଂପୂର୍ଣ୍ଣ ଗ୍ର
ଜାମନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ବନତାରା’ ଉଦ୍ଘାଟନର ଏକ ବର୍ଷ ପୂରଣ ହୋଇଛି। ଏହା ହେଉଛି ବିଶ୍ବର ଅଗ୍ରଣୀ ବନ୍ୟଜନ୍ତୁ ଉଦ୍ଧାର ଓ ଥଇଥାନ କେନ୍ଦ୍ର। ବନ୍ୟପ୍ରାଣୀ ଉଦ୍ଧାର, ଉନ୍ନତ ଚିକିତ୍ସା ଏବଂ ବି
ବାସୁଦେବପୁର: ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଙ୍କ ଅସଦାଚରଣ ଅଭିଯୋଗକୁ ନେଇ ତାତିଛନ୍ତି ଗ୍ରାମବାସୀ। ଉତ୍ତ୍ୟକ୍ତ ଲୋକେ ସ୍କୁଲ୍ର ସମସ୍ତ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ
ଭୁବନେଶ୍ବର: ଓଡ଼ିଶାରେ ରାଜନୈତିକ ସ୍ଥିରତା ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, କ୍ରୀଡ଼ା ପରି କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ହେବ। ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହୋଇପାରେ। ଓଡ଼ିଶାର ବିକାଶ ଧାରା ଆଗକୁ ବଢ଼ିବାକୁ ଥି
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଫେବ୍ରୁଆରି ୧୯ତାରିଖରୁ ଆରମ୍ଭ ହୋଇଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜ
ଭୁବନେଶ୍ବର: ରାଜ୍ୟସଭା ଚତୁର୍ଥ ଆସନ ପାଇଁ ଲଢ଼େଇ ରୋଚକ ହେବାକୁ ଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ‘କମନ୍ ପ୍ରାର୍ଥୀ’ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିବା ପରେ ଏହାକୁ ତରବରିଆଭାବେ ସମର୍ଥନ ଜଣ
ଭୁବନେଶ୍ବର: କେରଳ ର ଦୁଇ ବିଟେକ୍ ଡ୍ରପ୍ଆଉଟ୍ ଛାତ୍ର, ଭୁବନେଶ୍ବରରେ ରହି ପ୍ରାୟ ୬ ମାସ ହେଲା ଗୁଇନ୍ଦା ତଥ୍ୟ ବିଦେଶକୁ ପଠାଉଥିଲେ। ଚନ୍ଦ୍ରଶେଖରପୁର ଥାନା ଇନ୍ଫୋସିଟିରୋଡ୍ରେ ଛାତ୍ର ବୋଲି ଜାଲ୍ ପରିଚୟପତ୍ର ଦେଇ
ଯେହେତୁ ଆମେରିକା କିମ୍ବା ଇସ୍ରାଏଲ କେହିହେଲେ ଇରାନରେ ସସୈନ୍ୟ ପ୍ରବେଶ କରିବାକୁ ଚାହାନ୍ତି ନାହିଁ, ସେମାନେ ସିଧାସଳଖ ଭାବରେ ଏହାର କୌଣସି ପ୍ରତିକାର କରିପାରିବେ ନାହିଁ। ଯେମିତି କୁହାଯାଇଥାଏ, କେବଳ ଆକାଶରୁ ଆକ୍ରମଣ କର
ନବରଙ୍ଗପୁର: ଆଜି ଜିଲ୍ଲାସଦରମହକୁମାର ଦଶହରାପଦାରେ ଥିବା ସକ୍ଷମ ଅଙ୍ଗନୱାଡି କେନ୍ଦ୍ରକୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଅଚାନକ କେନ୍ଦ୍ରକୁ ତଦାରଖରେ ଯାଇଥିଲେ। କେନ୍ଦ୍ରରେ ମାଟିଭର୍ତ୍ତି ରହିଥିଲା। କେନ୍ଦ୍ରରେ ଅଙ୍ଗନ
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଆଜି ଟାଟାଙ୍କ ଜନ୍ମଦିନ। ଟିସ୍କୋ (ବର୍ତ୍ତମାନର ଟାଟା ଷ୍ଟିଲ୍)ର ଜାମସେଦପୁର ତଥା ଏହାର ବିଭିନ୍ନ ଖଣି ଅଂଚଳ ଗୁଡିକ ପାଇଁ ଏକ ସ୍ମରଣୀୟ ଗୁରୁତ୍ୱପୂର୍ଣ୍ଣ ଦିବସ। କାରଣ ଭାରତ ତଥା ଏସିଆର ପ୍
ନବରଙ୍ଗପୁର (ସୁରେଶ ନାଇଡୁ): ମଣ୍ଡି ସରିବ। ଗଣତି ଆରମ୍ଭ। ତଥାଫି ସ୍ଥିତି ସ୍ବାଭାବିକ ହୋଇପାରିନି। ଗତ ସାଢ଼େ ଦୁଇ ମାସ ହେବ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏକ ଲକ୍ଷ ୫ହଜାର ୨୮୩କ୍ବିଣ୍ଟାଲ ଧାନ ପଡିଛି। ମଣ୍ଡିଆରମ୍ଭରୁ ହିଁ ଚନ୍
ମେଷ: ପରୋପକାର କାର୍ଯ୍ୟରେ ସମୟ ଦେବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ଆପଣଙ୍କ ପିଲା ବ୍ୟବସାୟ କାମରେ ସହଯୋଗ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ବୃଷ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ
ଭୁବନେଶ୍ୱର: ଆଜି ଭୁବନେଶ୍ଵର ସ୍ଥିତ ଏନଏବିଏମ ସମ୍ମିଳନୀ କକ୍ଷରେ 'ମାୟା ସାହିତ୍ୟ' ଆନୁକୂଲ୍ୟରେ ଏକ ଭବ୍ୟ ସାହିତ୍ୟିକ ଆସର ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସୂଚନା ଏବଂ ପ୍ରସାରଣ ମନ୍ତ୍
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ମାଲୁଦ ଫାଣ୍ଡି ନିକଟସ୍ଥ ରାଜା ବଜାରରେ ପାତ୍ର ଜୁଏଲାରୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗୁଳିମାଡ଼ ନେଇ ବଜାରରେ ବ୍ୟବସାୟୀମାନେ ଭୟଭୀତ ହୋଇପଡିଛନ୍ତି | ରାତି ୯ ଘଣ୍ଟା ସମୟରେ ସୁନା ଦୋକାନରେ ବ୍
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସମେତ ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ କେବଳ ଯବାନ ନକ୍ସଲ ବିରୋଧରେ ଲଢେଇ ଜାରି ରଖିନାହାନ୍ତି, ବରଂ ଲୋକଙ୍କ ସହ ସୁସଂପର୍କ ସ୍ଥାପନ କରିବା ଏବଂ ସେମାନଙ୍କୁ ସମସ୍
ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଜଳୁଛି। ବିମାନ ଚଳାଚଳ ବନ୍ଦଯୋଗୁଁ ମଧ୍ୟପ୍ରାଚ୍ୟରେ ପର୍ଯ୍ୟଟକ, ଛାତ୍ର ଏବଂ କର୍ମଚାରୀଙ୍କ ସମେତ ଲକ୍ଷ ଲକ୍ଷ ଭାରତୀୟ ଫସି ରହିଛନ୍ତି। ଏଭଳି
ରାୟଗଡା/ମୁକୁନ୍ଦପୁର: ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୈଳାଶପୁର ପରୀକ୍ଷା କେନ୍ଦ୍ରରେ କପି ଯୋଗାଇବା ଅଭିଯୋଗରେ ବିଦ୍ୟାଳୟର ସୁପରିନଟେଣ୍ଡ
ଭଦ୍ରକ (ହରିହର ନାୟକ): ଆଜି ଭଦ୍ରକ ପୁଲିସକୁ ଏକ ବଡ ସଫଳତା ମିଳିଛି। ଗତ କିଛି ମାସ ହେଲା ଭଦ୍ରକରେ ବିଭିନ୍ନ ଲୋକଙ୍କ ଘରେ ପଶି ଆନ୍ତଃରାଜ୍ୟ ଡକାୟତମାନେ ସୁନା ଗହଣା ଲୁଟ କରୁଥିଲେ। ପୁଲିସ ପକ୍ଷରୁ ଏହି ଲୁଟେରା ଓ ଡକାୟତ ଟିମକୁ ଗି
ଲାହୋର: ବିଶ୍ବକପ୍ ରେ ଖରାପ ଖେଳିବାର ଫଳ ପାକିସ୍ତାନୀ ଖେଳାଳିଙ୍କୁ ମିଳିଛି। ସେମିଫାଇନାଲ୍ ଯାଇ ନପାରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନିଜ ଦଳର ସବୁ ଖେଳାଳିଙ୍କୁ ୧୮,୦୦୦ ଡଲାର ବା ପାଖାପାଖି ୧୭ ଲକ୍ଷ
ପୁରୀ: ମାଙ୍କଡ ନେଇଗଲା ସ୍ତ୍ରୀ'ଙ୍କ ଭ୍ୟାନିଟି | ଆଉ ସେଥିପାଇଁ ମନ୍ଦିର ଉପରକୁ ଚଢ଼ିଗଲେ ସ୍ୱାମୀ | ପୁରୀ ଶ୍ରୀମନ୍ଦିରରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା | ତେବେ ଏହି ଦୃଶ୍ୟ ଦେଖିବା ପରେ ଶ୍ରୀମନ୍ଦିର ର ସୁରକ୍ଷାକୁ ନେଇ
ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟଠାରେ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ଚେସ୍ ଚାମ୍ପିଅନ୍ସିପ୍ ସୋମବାର ଉଦ୍ଘାଟିତ ହୋଇଯାଇଛି। ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ (ଏଆଇୟୁ) ଅନୁକୂଲ୍ୟରେ ଆୟୋଜିତ ହେଉଥି
ତେହେରାନ: ଇରାନର ସର୍ବୋଚ୍ଚ ନେତା ସ୍ବର୍ଗତ ଆୟାତୋଲ୍ଲା ଅଲି ଖେମିନି ଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବଘେରଜାଦେହ ଆଖି ବୁଜିଛନ୍ତି। ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ସମୟରେ ସେ ଆହତ ହେ
ଯାଜପୁର: ଆଜି ମାଟ୍ରିକ ପରୀକ୍ଷା ଶେଷ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ଘରକୁ ଫେରିଛନ୍ତି। ଏହାରି ଭିତରେ ଜଣେ ଦିବ୍ୟାଙ୍ଗ ଛାତ୍ର ନିଜର ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ବି ସଫଳ ହେବାର ଦୃଢ଼ୋକ୍ତି ସମସ୍ତଙ
ପୁରୀ : ସରିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୂର ହେଲା ଲୋକଙ୍କ ଦ୍ୱନ୍ଦ ଓ ଆଶଙ୍କା । ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖ ବୁଧବାର ଦିନ ହେବ ଅଳଙ୍କାର ଗଣତିମଣତି ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ୨ଟି
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଖେମିନିଙ୍କୁ ସେ ଯଦି ହତ୍ୟା କରି ନ ଥାନ୍ତେ, ତେବେ ଖେମିନି ତାଙ୍କୁ
ଭୁବନେଶ୍ବର: ମଙ୍ଗଳବାର ଦୋଳପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି। ଏହା ଓଡ଼ିଶା ତଥା ଭାରତକୁ ଆଂଶିକ ଦୃଶ୍ୟ ହେବ। ଆଂଶିକ ଗ୍ରହଣ ଆରମ୍ଭ ଦିବା ୩ଟା ୨୦ରେ ଓ ସଂପୂର୍ଣ୍ଣ ଗ୍ର
ମୁମ୍ବାଇ: ଇରାନ ଉପରେ ଆମେରିକା-ଇସ୍ରାଏଲ୍ର ଆକ୍ରମଣ ପ୍ରଭାବରେ ସୋମବାର ସମଗ୍ର ଏସିଆର ଷ୍ଟକ୍ ବଜାର ଦୋହଲିଯାଇଛି। ଭାରତଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ଚାରିଆଡ଼େ ଯୁଦ୍ଧର ତାତି ଅନୁଭୂତ ହୋଇଛି। ନିବେଶକମାନ
ଯାଜପୁର/ଚଢ଼େଇଧରା: ଶନିବାର ରାତିରେ ଜେନାପୁର ଥାନା ବାଟିଯୋଡ଼ାସ୍ଥିତ ‘ନାୟକ ବାର ଆଣ୍ଡ୍ ରେସ୍ତୋରାଁ’ରେ ଲୋକମାନେ ଭଙ୍ଗାରୁଜା ସହ ବାର୍ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଓ ସେହି ପରିସରରେ ଥିବା ଗାଡ଼ିଗୁଡ଼ିକୁ ନିଆଁ ଲ
ଭୁବନେଶ୍ୱର: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ପିକନିକ ଗସ୍ତକୁ ବିରୋଧ କରି ଦିନ ତମାମ ସତ୍ୟାଗ୍ରହ କରିଥଲା l ଆବାହକ ସୁଦର୍ଶନ ଦାସଙ୍କ ଡାକରାରେ ବିଭିନ୍
ତେହେରାନ/ୱାସିଂଟନ/ତେଲ୍ଅଭିଭ୍: ମଧ୍ୟପ୍ରାଚ୍ୟ ଯୁଦ୍ଧ ଅତି ଭୟଙ୍କର ରୂପ ନେଇଛି। ଇରାନ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ଯାଜନା କରୁଛି। ଖେମିନିଙ୍କ ହତ୍ୟାର ପ୍ରତିଶୋ
ୱାସିଂଟନ: ମଧ୍ୟପ୍ରାଚ୍ୟରେ ଯୁଦ୍ଧସ୍ଥିତି ଭୟଙ୍କର ହେଉଥିବାବେଳେ କୁଏତ୍ରେ ଥିବା ଆମେରିକାର ସାମରିକ ଘାଟିରେ ଏହାର ତିନିଜଣ ସୈନ୍ୟଙ୍କର ମୃତ୍ୟୁ ହୋଇଛି। ଆମେରିକା ଏହାକୁ ଇରାନବିରୋଧୀ ଅଭିଯାନର ପ୍ରଥମ ମୃତ୍ୟୁ ଘଟଣା ବ
ଭୁବନେଶ୍ୱର: ପ୍ରତିବର୍ଷ ପରି ଏ ବର୍ଷ ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ
ଭୁବନେଶ୍ବର: ଦୁଇ ଦଶନ୍ଧି ପରେ ନୂଆଦିଲ୍ଲୀରେ ଏସ୍ଜେଏଫଆଇ (ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ)ର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ସଂଯୋଗବଶତଃ ଦେଶର ରାଜଧାନୀରେ ମଧ୍ୟ ଏସ୍ଜେଏଫ୍ଆଇ ନିଜର ୫୦ତମ ବାର୍ଷିକୀ ପାଳ
ବେରୁଟ୍: ଇସ୍ରାଏଲ ଉପରେ ହେଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନର ଆକ୍ରମଣ ପରେ ତେଲ୍ ଅଭିଭ୍ ଏହାର କଡ଼ା ଜବାବ ଦେଇଛି। ଇସ୍ରାଏଲ ସୋମବାର ଲେବାନନ୍ ଉପରେ ଭୀଷଣ ଆକ୍ରମଣ କରିଥିବାବେଳେ ଏଥିରେ ଲେବାନନ୍ରେ ୩୧ ଜଣଙ୍କ ମୃତ୍ୟୁ ହେବ
ରୁପ୍ରା: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲାରେଞ୍ଜ୍ ଅନ୍ତର୍ଗତ ବାଗପୁର ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୣଦ୍ଧଙ୍କ ଘଟଣାସ୍ଥଳରେ ମୣତ୍ୟୁ ହୋଇଯାଇଛି l ସୂଚନା ମୁତାବକ ୩ଟିକିଆ ଜଙ୍ଗଲୀ ହାତୀ କେସିଙ୍ଗା ରେଞ୍ଜ୍
ଆମେ, ସେମାନେ ଓ ପୂର୍ବାଗ୍ରହ ଅବଶ ପରିଡ଼ା ଏକ ଏକୀକୃତ ସମଗ୍ର ଭାବରେ ଦେଖାଯାଉଥିବା ସମାଜ ର ପୃଷ୍ଠ ତଳେ ଏକ ମନସ୍ତାତ୍ତ୍ୱିକ ବିଭାଜନ ରହିଛି। ତାହା ହେଉଛି ‘ଆମେ’ ଏବଂ ‘ସେମାନେ’। ସମାଜବିଜ୍ଞାନରେ, ‘ଆମେ’କୁ ନିଜ ଗୋଷ୍ଠୀ ଏବଂ
କାଲିମେଳା: ଆଜି କାଲିମେଳା ଓ ଏମଭି ୭୯ ବନ ବିଭାଗର ଏକ ମିଳିତ ଚଢ଼ାଉରେ ମିଳିଛି ସଫଳତା | ବିକ୍ରି ପୂର୍ବରୁ ଜବତ ହେଲା ୨୦୦ ଜୀବନ୍ତ କଇଁଛ |କୁର୍ତ୍ତୀ ସେକ୍ସନ ଅନ୍ତର୍ଗତ ଏମଭି ୬୨ ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଏକ ବୋଲେରୋ ଗା
ଜଖମ ହୃଦୟ ଜୀବନର ଜଳଛବି ଗୌରହରି ଦାସ ହାତରେ କେଇଖଣ୍ଡ ଖବରକାଗଜ ଧରି ଘର ଭିତରକୁ ପଶି ଆସୁ ଆସୁ ସିଦ୍ଧାର୍ଥ ନରୋତ୍ତମଙ୍କ ଉଦ୍ଦେଶ୍ୟରେ କହିଲେ, ‘‘କ’ଣ ଏମିତି ତୁମର ଭାଙ୍ଗିରୁଜିଗଲା ଯେ ତୁମେ ଏତେ ବ୍ୟସ୍ତ ହୋଇପଡୁଛ? ଅଦିନ ଝ
ନୂଆଦିଲ୍ଲୀ: ଇସ୍ରାଏଲ ଓ ଆମେରିକା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରି ଏକ ମିଳିତ ଗୁପ୍ତ ଅଭିଯାନ କରି ତାଙ୍କୁ ହତ୍ୟା କରିଛନ୍ତି। ଏହି ସମୟରେ, ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ
୧୯୬- କୋଲ୍କାତାରେ ୱେଷ୍ଟଇଣ୍ଡିଜ୍ ଦେଇଥିବା ୧୯୬ ରନ୍ର ବିଜୟ ଲକ୍ଷ୍ୟକୁ ସଫଳତା ସହ ପଶ୍ଚାତ୍ଧାବନ କରିଥିଲା ଭାରତ। ଏହା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ତୃତୀୟ ସର୍ବୋଚ୍ଚ ପଶ୍ଚାତ୍ଧାବନ ବିଜୟ। ଭାରତ ଆଗରେ ଦକ୍ଷିଣ ଆଫ୍
ଭୁବନେଶ୍ବର: ହାଇଦ୍ରାବାଦର ଗୋଚିବୋଲି ହକି କମ୍ପ୍ଲେକ୍ସଠାରେ ଚଳିତ ମାସ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍-୨୦୨୬ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଲାଗି ଟିକେଟ ବିକ୍ରି ସ
ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ, ଇରାନ ନିଜର ସାମରିକ ଶକ୍ତିର ଏପରି ଏକ ଟ୍ରେଲର୍ ଦେଖାଇଛି ଯାହା ସାରା ବିଶ୍ୱର ପ୍ରତିରକ୍ଷା ବିଶେଷଜ୍ଞଙ୍କ ନିଦ ହଜାଇ ଦେଇଛି। ଇରାନ ସରକାରୀ ସଂସ୍ଥା ଦ୍ୱାରା ଜା
ଝାରସୁଗୁଡ଼ା:ଦୀର୍ଘ ୩୩ ବର୍ଷ ତଳର ଏକ ହତ୍ୟା ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡାଦେଶକୁ ବଳବତ୍ତର ରଖିଛନ୍ତି। ଝାରସୁଗୁଡ଼ାର ଶ୍ରୀନିବାସ ଯାଦବଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗ
ନୂଆଦିଲ୍ଲୀ : କାନାଡା ଓ ଭାରତ ମଧ୍ୟରେ ସମ୍ପର୍କ ଉତ୍ଥାନ-ପତନ ଦେଇ ଗତି କରୁଥିବା ସମ୍ପର୍କକୁ ଦୁଇଦେଶ ପକ୍ଷରୁ ଉନ୍ନତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ, କାନାଡା ପ୍ରଧାନମନ୍ତ୍ରୀ ମ
ନୂଆଦିଲ୍ଲୀ: ଇସ୍ରାଏଲ ଓ ଆମେରିକା ଦ୍ୱାରା ଇରାନ ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ଯୋଗୁ ପରିସ୍ଥିତି ଖରାପ ହେବାରେ ଲାଗିଛି। । ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ହରାଇବା ପରେ, ଇ
ନୂଆଦିଲ୍ଲୀ: ତେହେରାନ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ୪୮ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କ ମୃତଦେହକୁ ନେଇ ସାରା ବିଶ୍ୱରେ ସସପେନ୍ସ ଜାରି ରହିଛି। ଶନିବାର ହୋଇଥିବା ଭୟଙ୍କର
ନୂଆଦିଲ୍ଲୀ : ଇରାନ ଆକ୍ରମଣ ପରେ ଦେଶରେ ହିଂସାକୁ ନେଇ ଗୃହ ମନ୍ତ୍ରଣାଳୟ ସତର୍କ ସୂଚନା ଜାରି କରିଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଫେବ୍ରୁଆରି ୨୮ତାରିଖରେ ମନ୍ତ୍ରାଳୟ ଇସ୍ରାଏଲ ଏବ
ଦୁବାଇ: ପର୍ଯ୍ୟଟନ ଏବଂ ବ୍ୟବସାୟ ପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ଭାବରେ ବିବେଚିତ ଥିବାା ଦୁବାଇର ଆକାଶଛୁଆଁ କୋଠା ଉପରେ ଯୁଦ୍ଧର କଳାବାଦଲ ଦେଖାଦେଇଛି। ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଭୟଙ୍କର ସଂଘର୍ଷର ନିଆଁ
ୱାସିଂଟନ : ଆମେରିକା ଇସ୍ରାଏଲ ସହ ମିଶି ଇରାନକୁ ଧ୍ୱଂସ କରିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ହତ୍ୟା କରାଯାଇଛି। କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ର ଏକ ଆକ୍ରମଣରେ ଆମେରିକା ଇରାନର ଶୀର୍ଷ ନେତୃତ୍ୱକୁ ନ
ବୈପାରିଗୁଡା: ପୁଲିସ ଆଗରେ କାମ ଦେଉନି ଗ ଞ୍ଜେଇ ମାଫିଆଙ୍କ ଚାଲାକି। ପୁଲିସର ଆଖିରେ ଧୂଳି ଦେଇ ଖସିଯିବାକୁ ଚେଷ୍ଟା କରି ଭିନ୍ନ ଭିନ୍ନ କୌଶଳ ଆପଣାଉଛନ୍ତି ମାଫିଆ। କେତେବେଳେ ତେଲ ଟ୍ୟାଙ୍କର ତ କେତେବେଳେ ଗାଡ଼ିର ସିକ୍ରେଟ ଚା
କୋଲକାତା : ୱେଷ୍ଟଇଣ୍ଡିଜ୍ ବିପକ୍ଷ କର ବା ମର ମ୍ୟାଚ୍ରେ ବିଜୟୀ ପାଳି ଖେଳିଥିବା ସଞ୍ଜୁ ସାମ୍ସନ୍ ଆତ୍ମବିଶ୍ବାସ ନ ହରାଇବା ପାଇଁ ନିଜର ଫୋନ୍ ଓ ସୋସିଆଲ୍ ମିଡିଆ ଆକାଉଣ୍ଟଗୁଡ଼ିକୁ ବନ୍ଦ କରି ଦେଇଥିଲେ। ନିଜ ଉପରେ ବି
କୋଇଡା/ବଣାଇଗଡ଼: ପୁଣି କୋଇଡା ଅଞ୍ଚଳରେ ସାମ୍ନାକୁ ଆସିଲା ଅଫିମ ଚାଷ । କେବଲାଙ୍ଗ ଥାନା ନୂଆ ତନ୍ତରା ଗାଁରେ ଦୀର୍ଘ ୪ ମାସ ହେଲା ଚାଲିଥିଲା ବେଆଇନ ଅଫିମ ଚାଷ । ଯାହାକୁ ଆଜି ନଷ୍ଟ କରିଛି କେବଲାଙ୍ଗ ପୁଲିସ୍ ଓ ଅବକାରୀ ବିଭାଗ। ଏ
ୱାସିଂଟନ : ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖେମିନିଙ୍କ ହତ୍ୟା ପାଇଁ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ମାସ ମାସ ଧରି ଇରାନର ଶୀର୍ଷ ନେତୃତ୍ୱଙ୍କ ଗତିବିଧ
ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଇରାନର କ୍ଷେପଣାସ୍ତ୍ର ବିପଦର ମୁକାବିଲା ପାଇଁ ବ୍ରିଟେନ ଆମେରିକାକୁ ନିଜର ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦେବ। ଷ୍ଟ
କୋଲକାତା : ସ୍ଥାନୀୟ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ବିଶ୍ୱକପ୍ର ସୁପର୍-୮ ମ୍ୟାଚ୍ର ପାନୀୟ ବିରତି ବେଲେ ଲେଜର ସୋ’ କରାଯାଇଥିଲା। ଏହାକୁ ନେଇ ଦୁଇ ପୂର୍ବତନ ଭାରତୀୟ ଅଧିନା
ଏହି ଖବର କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ
ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ମାର୍-ଏ-ଲାଗୋ ରିସର୍ଟରେ ଥିବା ସମୟରେ ବ୍ରିଟିଶ ଖବରକାଗଜ ଦି ଡେଲି ମେଲ୍ ସହିତ ଏକ ଫୋନ୍ ସାକ୍ଷାତକାରରେ ଇରାନ ଆକ୍ରମଣ ବିଷୟରେ କହିଛନ୍ତି। ସେ କହିଛନ୍ତି, ଇରାନ ଉପ
କରଞ୍ଜିଆ: ୨୨୦ ନମ୍ବର ଜାତୀୟ ରାଜପଥର ଗିଧିବାସ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ସମସ
ତେହେରାନ : ଆମେରିକା , ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ, ଇସ୍ରାଏଲୀ ବାୟୁସେନା ଇରାନର ରାଜଧାନୀ ତେହେରାନରେ ଥିବା ଗାନ୍ଧୀ ହସ୍ପିଟାଲକୁ ଟାର୍ଗେଟ କରିଛି। ଇସ୍ରାଏଲ ହସ୍ପିଟାଲ ଉପରେ ଅନେକ କ୍ଷେପଣାସ
ଇସଲାମାବାଦ : ପାକିସ୍ତାନ କୁ ବଡ଼ ଝଟକା ଲାଗିଛି। ସୀମାରେ ଥିବା ରାୱଲପିଣ୍ଡିର ନୁର ଖାନ ସାମରିକ ଘାଟି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଘାଟି ଉପରେ ତାଲିବାନ ପକ୍ଷରୁ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି। ଫଳରେ ବ୍ୟାପକ ଧ୍ୱଂସ ଘଟିଛି।
ୱାସିଂଟନ : ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଆମେରିକା ଏବେ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି। ଏକ ବଡ଼ ଆକ୍ରମଣରେ, ଆମେରିକୀୟ ସ
ଜଗତସିଂହପୁର: ଦୀର୍ଘ ଦିନ ହେଲା ଜଗତସିଂହପୁର ନୂଆପଡାରେ ଚାଲିଥିବା ଚୋରା ମଦ କାରବାର ଗୁମର ଖୋଲିଛି ପୁଲିସ। ଏକା ଥରକେ ୮୮୦ ବୋତଲ ମଦ ଜବତ କରିଛି। ଚାଲାଣରେ ବ୍ୟବହୃତ ସ୍ବିଫ୍ଟ ଡିଜାୟାର କାର(ଓଡି୩୩-୩୫୦୦) ପୁଲିସ ଜବତ କରିଛି। ଗ
ବ୍ରାଡି ଫେଇଗ୍ଲ ନାମରେ ଯୁକ୍ତରାଷ୍ଟ୍ର ଆମେରିକା ରେ ଦୁଇ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାେନ ଦେଖିବାକୁ ପାଖାପାଖି ସମାନ। ସେମାନଙ୍କ ଉଚ୍ଚତା, କେଶ ଓ ଦାଢ଼ିର ରଙ୍ଗ, ଚଷମା ଆଦି ଏକା ପରି। ପୁଣି ଉଭୟ ହେଉଛନ୍ତି ପେସାଦାର ବେସ୍ବ
ଭୁବନେଶ୍ବର: ଫୋନ୍ରେ ଗାଳିମନ୍ଦରୁ ଆରମ୍ଭ ହୋଇଥିଲା ବଚସା, ହାତାହାତି। ଏଥିରୁ ସାଙ୍ଗକୁ ରାକ୍ଷା କରିବାକୁ ଯାଇଥିବା ରାହୁଲ ମହାରଣାକୁ ହତ୍ୟା କରିଥିଲେ ଦାଦା, ପୁତୁରା। ଜିଜିପି ସ୍କୁଲ୍ ପଡ଼ିଆରେ ୟୁଟ୍ୟୁବର୍ ରାହୁଲ୍ ମ
ବାରଙ୍ଗ: ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ପ୍ରୟାସ ଆଜି ଯାଏ ସଫଳ ହୋଇପାରିଲାନାହିଁ। ନନ୍ଦନକାନନରେ ଜିରାଫ୍ ପ୍ରଜନନ ଆଜି ବି ସ୍ବପ୍ନ ହୋଇ ରହିଯାଇଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ପ୍ରଥମ ଜିରାଫ ‘ଖୁସି’ର ବୟସ ଗଡ଼ିଗଡ଼ି ସ
ଚନ୍ଦ୍ରଶେଖରପୁର: ‘ଅକ୍ଷର ଭୂମି’ର ‘ଅ’ ଦୁର୍ବଳ ହେଇଗଲାଣି। ‘ଅ’ରେ କଳଙ୍କି ଲାଗିବା ସହ ଖଣ୍ଡ ଖଣ୍ଡ ହୋଇ ପଥର ଖସିଗଲାଣି। ସନ୍ଧ୍ୟା ହେଲେ ଚିକିମିକି ଆଲୁଅରେ ଝଟକୁନି କି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁନି। ଏବେ କେବଳ ଯାହା ସ୍
୬ ଜାନୁଆରି ୧୯୫୧ରେ ସମ୍ବଲପୁରର ପଟ୍ଟନାୟକପଡ଼ାରେ ତାଙ୍କ ଜନ୍ମ। ପିଲାଦିନ ବିତିଛି ସମ୍ବଲପୁର, କଳାହାଣ୍ଡି ଭଳି ଭିନ୍ନ ଭିନ୍ନ ସହରରେ। ରେଭେନ୍ସା ଓ ବାଣୀ ବିହାରେର ପାଠପଢ଼ା ପରେ ଭୋପାଳରେ ଦୁଇ ଦଶନ୍ଧିର ଅଧ୍ୟାପନା ଭିତରେ
