ଭଦ୍ରକ,୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୁମ୍ଭ ବୁଡ଼ା ପାଇଁ ଆସିଥିବା ଡିଜେକୁ ନେଇ ଆଜି ଗୋଷ୍ଟି ସଂଘର୍ଷ ଘଟି ଉଭୟ ପକ୍ଷରୁ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋ
ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟର ବାର୍ ଆସୋସିଏସନ୍ର ନିର୍ବାଚନ ଆସନ୍ତା ୨୮ ତାରିଖ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ବାର୍ ଆସୋସିଏସନ୍ ନିର୍ବାଚନ ମଧ୍ୟ ଉକ୍ତ ନିର୍ଦ୍ଧାରିତ ତାରିଖରେ ହେ
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ମାତୃକାର ସେବା କରି ନିଜ ଜନ୍ମ ମାଟିକୁ ଫେରିଥିବା ସୀମା ସୁରକ୍ଷା ବାହିନୀର ଇନ୍ସପେକ୍ଟର ହରିଶ୍ଚନ୍ଦ୍ର ଦାସଙ୍କୁ ଭଦ୍ରକ ଜିଲ୍ଲା ଐତିହାସିକ ଆଗରପଡା ମାଟିରେ ଭବ୍ୟ ସ୍ୱାଗତ ସମ୍
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚକ୍ରାପାଢୀ ଗ୍ରାମର ଫଟୋଚିତ୍ରଶିଳ୍ପୀ ନମିତା ବେହେରାଙ୍କୁ ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସମ୍ମାନିତ କରାଯାଇଛି । ଶୁଶ୍ରୀ ନମିତା ଅନଲାଇନ୍ରେ ଆବେଦନ କରିଥ
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଗୋପିନାଥଜୀୟୁ ନୋଡାଲ୍ ଉପ୍ରା ବିଦ୍ୟାଳୟ ପରିସରରେ ଗୋପିନାଥପୁର ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଏକାଦଶତମ ଶିବିରରେ ପ୍ରବଳ ଉତ୍ସାହ ପରି
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ପୁରୁଷଣ୍ଢ ଗ୍ରାମ ରାମଗଡ ପଡିଆରେ ବିଗତ ଦେଢ ଶହ ବର୍ଷ ଧରି ଦୋଳ ମେଳନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ସ୍ୱର୍ଗତଃ ଗୌରାଙ୍ଗ ସାହୁ, ଗୌରାଙ୍ଗ ଦାସ, ପ୍ରାଣବନ୍ଧୁ
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଧାମରା ପଂଚାୟତ ଗୋବିନ୍ଦପୁର ଠୋର ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରେବଶ ଉତ୍ସବ ମହା ସମୋରାହେର ପାଳିତ ହୋଇ ଯାଇଛି।ଏହି ପ୍ରତିଷ୍ଠା ଉତ୍ସବ ଅବସରେ
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବିଜୁ ସ୍ମୃତି ଭବନ ପରିସରରେ ଦୁଇ ଦିନ ଧରି ଚାଲି ଥିବା ମୀରାମ୍ବିକା ନୃତ୍ୟ ମହୋତ୍ସବ ଓ ଚିତ୍ରକଳା ପ୍ରଦର୍ଶନୀ-୨୦୨୬ ଉଦଯାପିତ ହୋଇଯାଇଛି। ମୀରାମ୍ବିକା ଫାଇନ ଆର୍ଟ୍ସ ଓ ସ
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସାହିତ୍ୟ ସଂସ୍କୃତି ଆଧ୍ୟାତ୍ମିକତା ଓ ସେବା ପାଇଁ କଟକ ସ୍ଥିତ ସାରଳା ଭବନ ଠାରେ କୈବଲ୍ୟ ସାହିତ୍ୟ ସ
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ବିଧାୟକ ବିରେନ୍ ପଲେଇଙ୍କର ୨୫ତମ ଶ୍ରାଦ୍ଧ ବାର୍ଷିକୀ, ଭଦ୍ରକ ପୌରପାଳିକା ଅନ୍ତର୍ଗତ ୩୦ ନମ୍ବର ୱାର୍ଡ଼ ଅବସ୍ଥିତ କୋଣାର୍କ କ୍ଲବ ଠାରେ ପାଳିତ ହୋଇଛି । କ୍ଲବ ପରିସରରେ ଥିବା
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇନ୍ଟାକ ଭଦ୍ରକ ଶାଖାର ଐତିହ୍ୟ ପଦଯାତ୍ରା କନ୍ଭେନର ଦିଗମ୍ବର ମହାନ୍ତି ଓ ଅଜିତ୍ କୁମାର ଦାସଙ୍କ ନେତୃତ୍ୱରେ ଅଜିତ୍ କୁମାର ନାୟକ ଓ ମୁକ୍ତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ଭଳି ଫାଲ୍ଗୁନ ତ୍ରୟୋଦଶି ତିଥିରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ମିଳନ ଉତ୍ସବ ସହ କ୍ଲବର ୪୩ତମ ବାର୍ଷିକ ଉତ୍ସବ ଭଦ୍ରକ ପୌରପାଳିକ ଅନ୍ତର୍ଗତ ବାଲିପାଟଣା ଗ୍ରାମ କୋଣାର୍କ
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ବଦଳୁଛି, ମନ୍ତ୍ରୀ ବଦଳୁଛନ୍ତି, କିନ୍ତୁ ବଦଳୁନି ଧାମନଗର-ଫଳପୁର ରାସ୍ତାର ଭାଗ୍ୟ। ଦୀର୍ଘ ୨୦ ବର୍ଷ ଧରି ପ୍ରତାରଣାର ଶିକାର ହେଉଛନ୍ତି ପାଖାପାଖି ୧୦ ଟି ପଂଚାୟତର ଜନସାଧାରଣ।
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଲେକ୍ଟରେଟ୍ ପ୍ରାଙ୍ଗଣରେ ଆଜି ଜିଲ୍ଲା ଲୋକ ଅଭିଯୋଗ କୋଷ (ଜୟଂଟ ଗ୍ରିଭାନ୍ସ ସେଲ୍) ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କ ଅଧ୍
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହ୍ୟ ଓ ପରମ୍ପରାର ପ୍ରତୀକ ଶ୍ରୀରାମ ନବମୀ ମହୋତ୍ସବ ପାଳନ ନେଇ ଗେଲପୁରସ୍ଥିତ ନୂଆ ସର୍କିଟ୍ ହାଉସ୍ରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଏକ
ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଗତ କିଛିଦିନ ଧରି ଭଦ୍ରକ ସହର ଓ ତାର ଆଖପାଖ ଅଂଚଳରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବରିଷ୍ଠ ନାଗରିକ ଓ ଭଡାରେ ରହୁଥିବା ଲୋକମାନଙ୍କର ଘରୁ ଚୋରି ଡକାୟତି ବୃଦ୍ଧି ପାଉଥ
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପିଲା ଚୋର ଭାବି ମାଡ ମାରିବା ମହଙ୍ଗା ପଡିଲା । ମାଡ ମାରିବା ପରଦିନ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଧାମରା- ବାସୁଦେବପୁର ରାସ୍ତାର ଚାନ
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୈତିକ ଶିକ୍ଷାର ପରମ୍ପରା ଭାରତରେ ଆରମ୍ଭ ହୋଇଛି। କଥା ସରିତ ସାଗର ଠାରୁ ଜାତକ ଗଳ୍ପ ପର୍ଯ୍ୟନ୍ତ, ପଂଚତନ୍ତ୍ରରୁ ଆରମ୍ଭ କରି ରାମାୟଣ, ମହାଭାରତ, ଭାଗବତ ଓ ଲକ୍ଷ୍ମୀପୁରାଣରେ ଅନେକ ହିତ
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ବାଲୁଙ୍କେଶ୍ୱର ଆଂଚଳିକ ସାଧନ କେନ୍ଦ୍ର ଅଧିନସ୍ତ ରାମପୁର ପଂଚାୟତ କୌଶଲ୍ୟା ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥି
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉମିଦ୍ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ଶାରଦା ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆରଡିପୀଠ ନିକଟସ୍ଥ ବଡ଼ଓଳଗ ଗାଁର ଅବସରପ୍ରାପ୍ତ ଆଂଚଳିକ ପରବେକ୍ଷଣ ଅଧିକାରୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ସଭାରେ ସାହି
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଭଟସାହି ପଂଚାୟତ ଅନ୍ତର୍ଗତ ନରହରିପୁର ଅଂଚଳରେ ପ୍ରସ୍ତାବିତ ପୋଲ ନିର୍ମାଣର ସ୍ଥାନ ପରିବର୍ତନକୁ ନେଇ ଅଂଚଳରେ ଅସନ୍ତୋଷ ତିବ୍ର ରୂପ ନେଇଛି। ଏହାକୁ ନେଇ ରବ
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଗେଲପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରାୟୁ ଗ୍ରୀବା କର୍କଟରୁ କିଶୋରୀ ବାଳିକାମାନଙ୍କୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଜାତୀ
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜନୈତିକ ଜୀବନରେ ସ୍ୱର୍ଗତଃ ହୃଦାନନ୍ଦ ମଲ୍ଲିକଙ୍କ ନୀତି ଆଦର୍ଶ ଆଚରଣ ଏବେ ଦେଖିବାକୁ ମିଳୁନାହିଁ। ସେ ଜଣେ ଦରିଦ୍ର ରାଜନେତା ଥିଲେ। ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ରାଜ୍ୟ ରାଜନୀ
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ଅବସ୍ଥା ପିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଆରୋହଣ ୧. ୦ ମହା ସମାରୋହରେ ପାଳିତ ହୋଇ ଯାଇଛି। ହୋଇଥିବା ସଭାରେ ବିଦ୍ୟାଳୟର ଭାର ପ୍ରା
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନସ୍ଥ ମତୋ ଦେଳ ମେଲଣ ଏକ ପ୍ରସିଦ୍ଧ ପର୍ବ। କନିକାରେ କଥାଟିଏ ପ୍ରଚଳିତ ‘ଆଳି ଝୁଲଣ ଓ ମତୋ ମେଲଣ’। ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ସଂଲଗ୍ନ ମତ
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଏରଡା ଗ୍ରାମ ରେ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରୀ ଶ୍ରୀ ଶନିଦେବଙ୍କ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଏରଡା ଗ୍ରାମରେ ଅନୁଷ
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଲକ୍ଷ୍ୟ ପଥ ଯେତେ କଠିନ ହେଲେବି ଏହାକୁ ମଧ୍ୟ ହାସଲ କରିହୁଏ ।ଏକଥାକୁ ସମ୍ଭବ କରିପାରିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ କୋହ୍ଲ ଗ୍ରାମର ମନୋରମା ମହାଳିକ ଓ ଦୋଳସାହିର ଝୁ
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଂଚାୟତ ଗୁଆମାଳ ଗ୍ରାମର ଶିକ୍ଷାବିତ ଜନ୍ମେଜୟ ପଣ୍ଡାଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ବର୍ଷ
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନଂଘା ମହଲାସ୍ଥ ଫେଲୋସିପ ସ୍ୱଧାର ଗୃହ ଠାରେ ସ୍ୱର୍ଗତ ସେରାଜୁଦ୍ଦିନ (ସରୋଭାଲ)ଙ୍କ ବିୟୋଗରେ ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମ
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କମ୍ପାନୀ ପ୍ରଚାର ପାଇଁ କମ ମୂଲ୍ୟରେ ଜିନିଷ ଯୋଗାଇ ଦିଆଯାଉଛି ଏଣୁ ପସନ୍ଦର ଜିନିଷ ଅଧା ଦାମ କିମ୍ବା କମ ମୂଲ୍ୟରେ ଯୋଗାଇ ଦେବାକୁ ଲୋଭ ଦେଖାଇ ବୁଲା ବିକାଳି ଠକି ଦେଇଥିବା ଜଣା ଯାଇଛି।
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବୈତରଣୀ ନଦୀ କୂଳରେ ବିଭିନ୍ନ ସ୍ଥାନରୁ ବେଧଡକ ଭାବେ ଚାଲିଛି ବାଲି ପରିବହନ।ଏଥିପାଇଁ ପରିବେଶ ବିଗୁଡୁଛି।ସରକାର ରାଜସ୍ୱ ହରାଉଛନ୍ତି।ଲୋକଙ୍କ ଜୀବନ ବି ଯାଉଛି।ହେଲେ ମୁନାଫା କମାଇ
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରଧାନଶିକ୍ଷକଙ୍କ ମାଡରେ ଦ୍ୱିତୀୟଶ୍ରେଣୀ ଛାତ୍ର ଗୁରୁତର ହେବା ଘଟଣା ଏହି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଛାତ୍ରଟିକୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପର
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆସନ୍ତା ମଙ୍ଗଳବାର ମାର୍ଚ୍ଚ ୩ରେ ପବିତ୍ର ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମନ୍ଦିର ପରମ୍ପ
ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ନୂତନ) ଗେଲପୁର ଭଦ୍ରକ ସଭାଗୃହ ପରିସର ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସଠିକ୍ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଗ୍ରହଣ ଶୀର୍ଷକ ସଭା ଅନୁଷ୍ଠିତ ହ
ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ଯ ମହିଳା କମିଶନ ଓ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ସହିଦ୍ ସ୍ମୃତି ଭବନ, ଭଦ୍ରକ ଠାରେ ବ୍ଲକ୍ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛ
ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଜାତୀୟ କଂଗ୍ରେସ ଦଳର ସକ୍ରିୟ କର୍ମୀ ତଥା ଭଦ୍ରକ ମୁସଲିମ ଜମାତ ର ସମ୍ପାଦକ ଶେଖ ସିରାଜୁଦ୍ଦିନ ଓରଫ ସରୋ ଭାଇ ନାଁରେ ପରିଚିତ ଓ ସରୋ ଭାଇଙ୍କ ଗୁରୁବାର ସନ୍ଧ୍ୟା ୭ ଘଟିକା ସମୟରେ ୬୨ ବର୍
ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆରଡି ପୀଠ ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ପରିବାରଙ୍କର ୬୍ୱଖରା ଘର ସମ୍ପୁର୍ଣ୍ଣ ଭୋ୍ୱ ଜଳି ଯାଇଛି। ନିଆଁ କିପରି ଲାଗିଲା ଜଣା ପଡିନଥିବା ବେଳେ ୍ୱା୍ୱା ଆଖଣ୍ଡଳମଣିଙ୍କ
ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନ ସାହାପୁର ରାସ୍ତା ଲେବ୍ଳକ୍ରସିଂ ନିକଟରେ ଟିପ୍ପର ( ଡମ୍ଫର),ଜିଲ୍ଲା ବିକାଶ ପରିଷଦ,ପିରାହାଟ ବିଶ୍ୱକର୍ମା ଟ୍ରକ ମାଲିକ ସଂଘ ପକ୍ଷରୁ ମିଳିତ ଭାବେ
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ବ୍ଲକ ସାବରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଟୋ ଗ୍ରାମରେ ମା ତାରାଶୁଣୀ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଆରାଧ୍ୟା ଦେବୀ ମା ତାରାଶୁଣୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଭକ
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଭଦ୍ରକର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜିଲ୍ଲା ଜନଗଣନା ଅଧିକାରୀ, ଚାର୍ଜ ଜନଗଣନା ଅଧିକାରୀ, କାର୍ଯ୍ୟାଳୟ କର୍ମଚାରୀ ଏବଂ ଅସ
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟ ରେ ଶିଶୁ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମଚାରୀ ମାନଙ୍କୁ ନେଇ ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଶିଶୁ ଯତ୍ନ ଅନୁଷ୍ଠାନର ହିସାବ ଖାତା ସମ୍ବନ
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଜିଲ୍ଲା ପୋଲିସ ସଭାଗୃହ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ଦିବସରେ ଶିଶୁ ମଙ୍ଗଳ କମିଟିର ସଦସ୍ୟ ପ୍ରଦୀପ୍ତ କର
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା କୋର୍ଟ ପରିସର ରେ ୨୦୨୬ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ମାର୍ଚ୍ଚ ମାସ ୧୪ ତାରିଖରେ ଅନୁଷ୍ଠିତ ହେବ। ଜିଲ୍ଲା ଆଇନ୍ ସେବା ପ୍ରଧିକରଣ ର ଭାର ପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତ
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ବନ୍ତ ବ୍ଲକ ବାଲୁଙ୍କେଶ୍ୱର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ତ ରାମପୁର ପଞ୍ଚାୟତ କୁଣ୍ଡୁଳା ସ୍ଥିତ ଶଶି ଭୂଷଣ ନବ କିଶୋର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅ
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନ ଆଳମଙ୍ଗା ଖେଳ ପଡିଆ ଠାରେ ମାର୍ଚ୍ଚ ୧୩ରୁ ପ୍ରଥମ ଅଲ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଦ୍ରକ କପ-୨୦୨୬ ଆରମ୍ଭ ହେବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ଆଳମ
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହ ସବୁ କାର୍ଯ୍ୟ କଲେ, ସଫଳତା ନିଶ୍ଚିତ ମିଳିବ। ସ୍କୁଲରୁ ହିଁ ପ୍ରତି ଛାତ୍ରଛାତ୍ରୀଙ୍କ ମାନଙ୍କ ମୂଳଦୁଆ ପଡ଼ିଥାଏ, ଯାହାର ଯେପରି ମୂଳଦୁଆ ପଡ଼ିଥାଏ ଭବି
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ବନ୍ତ ବ୍ଲକ ଅନ୍ତର୍ଗତ ଅଣ୍ଢିଆ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଆନନ୍ଦପୁର ପଞ୍ଚାୟତର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା ସରକାରୀ ଜମି ଓ ପଶୁ ଚିକିତ୍ସା କେନ୍ଦ୍ରର କୋଠାକୁ ବେଆଇନ ଭାବେ କ
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବ୍ରିଟିଶ ଶାସନ ଅମଳରୁ ଚାନ୍ଦବାଲି ମୌଜାର ଅନେକ ବାସିନ୍ଦା ସରକାରୀ ଖାସମାହାଲ କିସମ ଜମିରେ ବସବାସ କରୁଛନ୍ତି। କିନ୍ତୁ ଏହି ଜମିର ଖାସମାହାଲ ସ୍ଥିତି ଉଚ୍ଛେଦ ନ ହେବାରୁ ସେମାନେ ଆଜି
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମ୍ୟ ଉନ୍ନତି କରିବାକୁ ଫଛରେ ରଖି ଗ୍ରାମାଂଚଳରେ ବିନାଶ କରୁଥିବା ନଜରକୁ ଆସିଛି। ଏହି କଥା ଆମ୍ଭେ କହୁନାହୁଁ ,
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକ ଲୋକ ଅଧିକାର ଯାତ୍ରା ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁରରୁ ଆରମ୍ଭ ହୋଇ ଜଗତସିଂପୁର, ଯାଯପୁର ଜିଲ୍ଲା ଅତିକ୍ରମ
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଜଳସେଚନ ବିଭାଗ ଏବେ ଦୁର୍ନୀତିର ଏକ ‘ସୁରକ୍ଷିତ ଆଡ୍ଡା’ ପାଲଟିଛି। ଯେଉଁଠି ସରକାରୀ ନିୟମ ନୁହେଁ, ବରଂ କିଛି ମୁଷ୍ଠି ମେୟ ଦଲାଲ ଓ ଅସାଧୁ ଠିକାଦାରଙ୍କ ନିର୍ଦ୍ଦେ
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡିର ଏତିହାସିକ କାଳିମେଘା ମେଳନ ଶାନ୍ତି, ଶୃଙ୍ଖଳାରେ ତଥା ସରକାରୀ ଗାଇଡ ଲାଇନରେ ପାଳନ ଲାଗି ଆଜି ଭଦ୍ରକ ଏସ୍ପି ମନୋଜ କୁମାର ରାଉତଙ୍କ କାର୍ଯ୍ୟାଳୟରେ ମେଳନ କମ
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚକ୍ଷୁ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଜିଲ୍ଲାପାଳକଂ କାର୍ଯ୍ୟାଳୟ ପରିସରସ୍ଥ ସାଲନ୍ଦି ସଭାଗୃହରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ସରକାରୀ କର୍ମଚାର
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟ ରେ ଶିଶୁ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମଚାରୀ ଓ ଶିଶୁ ମାନଙ୍କୁ ନେଇ ଶିଶୁମାନଙ୍କ ବୃତି ଚୟନ ଓ ଜୀବନ କୌଶଳ ଉପରେ ପର୍ଯ୍ୟବେଶିତ ଜିଲ୍ଲାସ୍ତ
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପୋଲିସ ସଭାଗୃହ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବିଭାଗ ତରଫରୁ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ଓ ଅଂଶୀଦା
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତୀୟ ମଜଦୂର ସଂଘ ଭଦ୍ରକ ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତିକୁ ବିରୋଧ କରି ‘ପ୍ରତିବାଦ ଦିବସ’ ଭାବେ ଆଜି ଏକ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି। ସରାକରଙ୍କ ନୀତିକୁ ବିର
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲ୍ଲାର ବନ୍ତ ବ୍ଲକ ଆଡିଆ ପଂଚାୟତରେ ମହିଳା ମହାସଂଘକୁ ଅନ୍ଧାରରେ ରଖି କାର୍ଯ୍ୟାଳୟ ଗୃହ ଓ ମାର୍କେଟ କପ୍ଲେକ୍ସ ନିର୍ମାଣ ହେବା ଘଟଣାକୁ ନେଇ ଆଜି ସଂଘ ପକ୍ଷରୁ ଜିଲ୍ଲାପାଳ ଦିଲ୍
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲାରେ ନିଶାଦ୍ରବ୍ୟ କାରବାରର ବ୍ୟାପକ ବୃଦ୍ଧିକୁ ନେଇ ଆଜି ଧର୍ମରକ୍ଷା ସମିତି (ମାତୃ ଶକ୍ତି ସଂଘ) ପକ୍ଷରୁ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁଙ୍କୁ
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲା ସମବାୟ ସମ୍ପାଦକ ଓ ସଭାପତି ସଂଘ ତରଫରୁ ଭଦ୍ରକ ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଆରସିଏସ୍ଙ୍କୁ ଦେଖା କରି ଜିଲ୍ଲା ରେ ଧାନ କ୍ରୟ ରେ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ମତୋ ଫାଣ୍ଡି ରେ ନୂତନ ଫାଣ୍ଡି ଅଧିକାରୀ ଙ୍କ ଯୋଗଦାନ। ନୂତନ ଫାଣ୍ଡି ଅଧିକାରୀ ଆଶିଷ ସେନାପତି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।ବିଗତ ଦିନ ରେ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବାଲିମେଦ ପଂଚାୟତ ଜୀବନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସାହିତ୍ୟିକ ଶ୍ୟାମ ସୁନ୍ଦର ପଳିତାଙ୍କ ଗଳ୍ପ ସଙ୍କଳନ” ସୁନାଝିଅ’ର ପାଠକାର୍ପଣ ହୋଇଯାଇଛି। ବରିଷ୍ଠ ଶିକ୍ଷାବିତ ବିଷ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବରିଷ୍ଠ ନାଗରିକ ସଂଘ ମୁଖ ପତ୍ର ବର୍ଷିୟନ ଶ୍ରେଷ୍ଠ ପତ୍ରିକା ଭାବେ ମନୋନୀତ ହୋଉଥିବା ଜଣାଯାଇଛି। ଅଖିଳ ଭାରତୀୟ ବରିଷ୍ଠ ନାଗରିକ ମହାସଂଘ ଆନୁକୁଲ୍ୟରେ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ସିନ୍ଦୋଳ ପଂଚାୟତ ଆରୁହା ସ୍ଥିତ ଲଷ୍ମୀ ନାରାୟଣ ମନ୍ଦିର ପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଦ୍ୱିତୀୟ ଅଧିବେଶନ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ରେ ଆଇନର ଶାସନ ନା ଜବରଦଖଲକାରୀ ଙ୍କ ରାଜ । ଏହି ପ୍ରଶ୍ନ ଏବେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ଉଙ୍କି ମାରୁଛି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ନିର୍ଦ୍ଦେଶ ଏ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଅନେକ ଦିନର ସ୍ୱପ୍ନ ତାହା ଆଜି ସାକାର ହେବାକୁ ଯାଉଅଛି ବୋଲି ଭଦ୍ରକ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛ। ଭଦ୍ରକ ଜିଲ୍ଲାରେ ନୂତନ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମାଚିଶ ଫାକ୍ଟ୍ରି ଠାରେ “ଭଦ୍ରକ ଅଦବି ମର୍କଜ’ ଆନୁକୂଲ୍ୟରେ ପବିତ୍ର ରମଜାନ ମାସ ଉପଲକ୍ଷେ ଏକ ମୁଷାଏରା ଭଦ୍ରକ ର କବି ତଥା ଶିକ୍ଷକ ମୁସ୍ତାକ ଗୌହର ଙ୍କ ସ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ସାହିତ୍ୟର ମହାନ କବି ଓ “ବନ୍ଦେ ଉତ୍କଳ ଜନନୀ”ର ଅମର ରଚୟିତା, ଭଦ୍ରକର ବୀରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁଣ୍ୟ ତିଥୀ ଉପଲ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏପଷ୍ଟିନ ପ୍ରକରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସଂପୃକ୍ତି ଦୃଷ୍ଟିରୁ ସେମାନଙ୍କ ଇସ୍ତଫା, ସେମାନଙ୍କ ବିରୋଧରେ ତଦନ୍ତ, ମନ୍ତ୍ରୀ ପୁରୀଙ୍କୁ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଟି ସାଇବର କ୍ରାଇମ୍ ଘଟଣାରେ ଆଜି ସହରାଂଚଳ ଥାନା ପୁଲିସ୍ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସଂପର୍କରେ ସହରାଂଚଳ ଥାନାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ମହିଳା ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ସମବାୟର ସଭାନେତ୍ରୀ ଅଳକା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆରଡ଼ି ଶ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସିନ୍ଦୋଳ ପଂଚାୟତ ଅଧୀନ ଆରୁହାସ୍ଥିତ ଲକ୍ଷ୍ମୀନାରାୟଣ ପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସୋମବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି ।ଏଥିରେ ପଣ୍ଡ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ସୋହଡ଼ା ପଂଚାୟତ ଗୌରାଙ୍ଗପୁର ଜୟନ୍ତରା ରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭବ୍ୟ ନବକଳେବର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ସେଶ ପର୍ଯ୍ୟାୟରେ ପହଂ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଂଚାୟତ ପାଲା ପଡ଼ିଆ ଠାରେ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇ ସୋମବାର ପୂର୍ଣ୍ଣାହୁତି ଦିଆଯାଇ ବିଗ୍ରହ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ଧୁଷୁରୀ ସ୍ଥିତ ଶ୍ରୀ ଅରବିନ୍ଦ ପାଠ ଚକ୍ର ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଷୋଡ଼ଶ ବାର୍ଷିକୋତ୍ସବ ଓ ପୁରସ୍କାର ବିତର
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ କେଦାରପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପରିବିନ୍ଧାରସଳପୁର ଗ୍ରାମ ଭକ୍ତିମୟ ପରିବେଶରେ ମଗ୍ନ ହୋଇଥିଲା। ପବିତ୍ର ଶ୍ରୀ ଶ୍ରୀ ଉଦ୍ରେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର, ନୂତନ କର୍ମକର୍ତା ନିର୍ବାଚନ ଓ ରଜତ ଜୟନ୍ତୀ ଉତ୍ସବ ସଂଘର ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ ଅନୁଷ୍ଠିତ ହୋ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ଥାନୀୟ ସଂସ୍କୃତି ଭବନଠାରେ ବାର୍ଷିକ ସାହିତ୍ୟ ପତ୍ରିକା ‘ଗୌରୀପ୍ରଭା’ର ତୃତୀୟ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି। ‘ପ୍ରେମପୃଥିବୀ’ର ପ୍ରତିଷ୍ଠାତା ସଂପାଦକ କୈଳାସ ଚନ୍ଦ୍ର ପଣ୍ଡା
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ବାସୁଦେବପୁର ବ୍ଲକ ପଂଚାୟତ ସମିତି ଗୃହରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୧୬୮ଟି ଅଭିଯୋଗ ଗ୍ରହଣ କରାଯାଇଛି। ଏ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର ପଂଚାୟତର ଜଣେ ୧୪ ବର୍ଷୀୟ ନାବାଳିକା ଛାତ୍ରୀ କୁ ଅପହରଣ ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାବାଳିକାଙ୍କୁ ଯାଜପ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ୨୭ ନଂ ଜୋନ୍ ଜିଲା ପରିଷଦ ସଦସ୍ୟ ମଳୟ ଜେନା ହଠାତ୍ ଅସୁସ୍ଥ ହୋଇ କଟକ ବଡଡାକ୍ତରଖାନାରେ ଭେଷଜ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଏହି ଚିକିତ୍ସ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଦିବ୍ୟଗ୍ରାମ ଛୟାଳସିଂହ ଗ୍ରାମରେ ଅବସ୍ଥିତ ଶ୍ରୀ ଶନିଶ୍ଚର ମହାଗ୍ରହଙ୍କର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ନାରାୟଣ ସାହିତ୍ୟ ଗବେଷଣା ପରିଷଦର ସଭାପତି ବିଭୂତି ଭୂଷଣ ସେନାପତି ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ଭାରତୀ ବିଦୂଷ ସଭା ଆନୁକୁଲ୍ୟରେ ଅନୁ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ତାଳପଦା ପଂଚାୟତ ଅଧୀନ ଆଗିରିଆ ସରକାରୀ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ ଓ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନି
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପୌରାଂଚଳର କୁଆଁଶ (କଦମ୍ବବେଢ଼ା) ଅଂଚଳ ଭକ୍ତିମୟ ପରିବେଶରେ ମଗ୍ନ ହୋଇଯାଇଥିଲା। ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରର ବାର୍ଷିକ ଉତ୍ସବ ହରିହାଟ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧା ଓ ଆ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଗଦି ଚାରିତରଫ ଠାରେ ପୂର୍ବତନ ସାଂସଦ ଓ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ସମାଜସେବୀ ସତ୍ୟାନନ୍ଦ ରାଉ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏକ ସୁଖମୟ ଜୀବନ ଯାପନ ନିମିତ ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ମଧ୍ୟ ଖୁବ ଜରୁରୀ। କିନ୍ତ ପ୍ରତିଯୋଗିତା ସଂପନ୍ନ ଜଗତରେ ବ୍ୟକ୍ତି ନିଜର କାମନାକୁ ଚରିତାର୍ଥ କରିବାକୁ ଯାଇ ବିଫ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ଠାରେ ଚାଲିଥିବା ଦୁଇ ଦିନିଆ ସର୍ବ ଭାରତୀୟ ଚାରୁ ଚନ୍ଦ୍ର ମେମୋରିଆଲ ଭଲି ଟୁର୍ଣ୍ଣର୍ାମେଂଟ ଉଦ୍ଯାପିତ ହୋଇଛି। ଚାରୁଚନ୍ଦ୍ର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପଡିଆର
